ପଶ୍ଚିମବଙ୍ଗ ସରକାରଙ୍କ ନାଲି ଆଖିକୁ ଦେଖି ୨୦୧୫ ମସିହାରେ ନବୀନ ପଟ୍ଟନାୟକ ସରକାର ଆରମ୍ଭ କରିଥିଲେ ତିନି ବର୍ଷିଆ ଆଳୁ ମିଶନ। ସେଥିପାଇଁ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟକୁ ଅତିରିକ୍ତ ୫୦ କୋଟି ଟଙ୍କା ଦିଆଯାଇଥିଲା। ଲକ୍ଷ୍ୟ ଥିଲା, ରାଜ୍ୟରେ ମାତ୍ର ୧୫ ହଜାର ହେକ୍ଟର ଜମିରେ ହେଉଥିବା ଆଳୁ ଚାଷକୁ ବଢ଼ାଇ ୩ ବର୍ଷରେ ୬୦ ହଜାର ହେକ୍ଟରରେ ପହଞ୍ଚାଇବା। ଚାଷୀଙ୍କୁ ପ୍ରବର୍ତ୍ତାଇ ସେମାନଙ୍କ ଉତ୍ପାଦିତ ଆଳୁକୁ ନିକଟସ୍ଥ ଶୀତଳ ଭଣ୍ଡାରରେ ସଂରକ୍ଷିତ ରଖିବାର ବ୍ୟବସ୍ଥା କରାଯିବ। ସେଥିପାଇଁ ୧୧୨ଟି ନୂଆ ଶୀତଳ ଭଣ୍ଡାର ନିର୍ମାଣ କରିବାର ଯୋଜନା କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ନ୍ୟୁଜିଲ୍ୟାଣ୍ଡ ସଂସଦରେ ହଙ୍ଗାମା; ବିଲ୍ ଚିରି ଫିଙ୍ଗିଦେଇ ନାଚିଲେ ସାଂସଦ
ପୁଣି ଥରେ ସଂସଦରେ ଦେଶର ସର୍ବ କନିଷ୍ଠ ସାଂସଦ ହାନା-ରାୱହିତି ଗୃହରେ ପାରମ୍ପରିକ ନୃତ୍ୟ ପ୍ରଦର୍ଶନ କରିଛନ୍ତି।
National
ଦିଲ୍ଲୀ ମେୟର ନିର୍ବାଚନରେ ବିଜେପିକୁ ଝଟକା, ବାଜି ମାରିନେଲା ଆପ୍
ଦିଲ୍ଲୀ ମେୟର ନିର୍ବାଚନରେ ଆପ୍ ପ୍ରାର୍ଥୀ ମହେଶ କୁମାର ଖିଞ୍ଚି ବିଜୟୀ। ୧୦ ଆପ୍ କାଉନସିଲରଙ୍କ କ୍ରସ୍ ଭୋଟିଂ ସତ୍ତ୍ୱେ ବିଜେପିକୁ ଝଟକା।
Politics
‘ଆମକୁ ପ୍ରବଳ ମାନସିକ ନିର୍ଯାତନା ଦିଆଯାଇଥିଲା’
‘କଣ୍ଟାବାଞ୍ଝିରେ ଆମ ଉପରେ ଥିଲେ ଭୂପିନ୍ଦର ସିଂହ ଓ ନିରଞ୍ଜନ ପୂଜାରୀ। ତେଣୁ ଆମକୁ କାହିଁକି ଏକା ଦୋଷ ଦିଆଯାଉଛି।’
Politics
ବାଂଲାଦେଶ ଆଟର୍ଣ୍ଣି ଜେନେରାଲଙ୍କ ଆହ୍ୱାନ, ସମ୍ବିଧାନରୁ ହଟାଯାଉ 'ଧର୍ମନିରପେକ୍ଷ' ଶବ୍ଦ
ଦେଶର ଜନସଂଖ୍ୟାର ୯୦% ମୁସଲମାନ ରହୁଥିବାରୁ ସମ୍ବିଧାନରୁ 'ଧର୍ମନିରପେକ୍ଷ' ଶବ୍ଦ ହଟାଇବାକୁ ସେ ଦାବି କରିଛନ୍ତି।