Advertisment

ହିଞ୍ଜିଳିରେ କାହିଁକି କମିଲା ଭୋଟ ହାର ?

ଗତ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ଭୋଟ ହାର କମିବା ପଛରେ ନିଜ ଦଳର ନେତାଙ୍କ ହାତ ଥିବା ରୋକଠୋକ କହିଛନ୍ତି।

Advertisment

୨୦୨୪ ସାଧାରଣ ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀରୁ ଲଗାତର ଷଷ୍ଠଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ନବୀନ ପଟ୍ଟନାୟକଙ୍କ ପ୍ରତିନିଧି ଶରତ ମହାପାତ୍ରଙ୍କ ଉପରେ ବର୍ଷିଛନ୍ତି ନିଜ ଦଳର ନେତା। ଗତ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ଭୋଟ ହାର କମିବା ପଛରେ ନିଜ ଦଳର ନେତାଙ୍କ ହାତ ଥିବା ରୋକଠୋକ କହିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Naveen Patnaik BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe