ବିରି ମାଡ଼ ଦେଖି କୋଳଥ ଚେପା !

  • Published: Thursday, 18 April 2024
  • , Updated: 18 April 2024, 11:58 AM IST

କାକଟପୁର ନିର୍ବାଚନମଣ୍ଡଳୀରେ ଏବେ ଗୋଟିଏ ଚର୍ଚ୍ଚା। ସମୀର ଦାସଙ୍କ ଭଳି ସ୍ଥିତି ଏଥର ହେବ ନାହିଁ ତ ? ବିଜେଡି କାହିଁକି ଏଠାରେ ପ୍ରାର୍ଥୀ ଘୋଷଣା କରୁ ନାହିଁ। ବିଳମ୍ବ ପଛରେ କଣ ହୋଇପାରେ କାରଣ ? ବିଧାୟକ ତୁଷାରକାନ୍ତି ବେହେରାଙ୍କୁ ରିପିଟ କରିବ ନା ଦଳ ଏଠାରେ ନୂଆ ଚେହେରା ଦେବ ? ନା ପୂର୍ବତନ ବିଧାୟକ ସୁର ସେଠୀଙ୍କୁ ଟିକଟ ଦେବ ? ପ୍ରତିଥର ପ୍ରାର୍ଥୀ ତାଲିକାକୁ ନେଇ ଅଞ୍ଚଳବାସୀ ଯେତିକି ଉତ୍ସାହର ସହ ତାଲିକା ଦେଖୁଛନ୍ତି ସେତିକି ମାତ୍ରାରେ ନିରାଶ ବି ହେଉଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Related story