Advertisment

କାହିଁକି ନୀରବ ନବୀନ

ଚୁପ୍‌ ଚାପ ବସୁଛନ୍ତି, ଚୁପ୍‌ ଚାପ ପଳାଉଛନ୍ତି।

author-image
Jitendra Garnayak

ବିଧାନସଭାରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ପାଟି ଖୋଲୁ ନାହାନ୍ତି। ଚୁପ ଚାପ୍ ଆସୁଛନ୍ତି। କିଛି ସମୟ ବିଧାନସଭା ଗୃହରେ ବସୁଛନ୍ତି। ତା’ପରେ ଚୁପ୍ ଚାପ୍ ନବୀନ ନିବାସ ଫେରି ଯାଉଛନ୍ତି। ନା ଗୃହରେ ସରକାରଙ୍କୁ କୌଣସି ପ୍ରଶ୍ନ କରି ଅକଳରେ ପକାଉଛନ୍ତି ନା ନିଜ ଦଳର ବିଧାୟକଙ୍କ ସହ ଆଲୋଚନା କରୁଛନ୍ତି।

Advertisment
Naveen Patnaik