Advertisment

ମୁଁ କାହିଁକି ନବୀନଙ୍କୁ ପ୍ରଶଂସା କରିବିନି ?

ରାଜ୍ୟ କଂଗ୍ରେସରେ ଏବେ ନୂଆ ତାଲିକା ପ୍ରକାଶ ପାଇଛି। ପଦ ପଦବୀ ବଣ୍ଟନ ହୋଇଛି। କିଛି ନେତାଙ୍କୁ ବାଦ ଦିଆଯାଇଥିବା ବେଳେ କିଛି ନୂଆ ନେତା ସାମିଲ ହୋଇଛନ୍ତି।

Advertisment

ରାଜ୍ୟ କଂଗ୍ରେସରେ ଏବେ ନୂଆ ତାଲିକା ପ୍ରକାଶ ପାଇଛି। ପଦ ପଦବୀ ବଣ୍ଟନ ହୋଇଛି। କିଛି ନେତାଙ୍କୁ ବାଦ ଦିଆଯାଇଥିବା ବେଳେ କିଛି ନୂଆ ନେତା ସାମିଲ ହୋଇଛନ୍ତି। ତେବେ ଏହି ପଦବୀ ବଣ୍ଟନରେ ନା ଖୁସ ଅଛନ୍ତି ନୂଆକରି ଉପସଭାପତି ହୋଇଥିବା ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଚର୍ଚ୍ଚା ହେଉଛି ତାରାଙ୍କ ସ୍ତ୍ରୀ ମିନାକ୍ଷୀ ଏବଂ ନିଜେ ତାରା କଂଗ୍ରେସ ଛାଡି ବିଜେଡି ଯାଇପାରନ୍ତି ! ଆସନ୍ତୁ ଶୁଣିବା ଏ ସବୁକୁ ନେଇ କଣ ରହିଛି ତାରାପ୍ରସାଦ ବାହିନୀପତିଙ୍କ ପ୍ରତିକ୍ରିୟା। 

Advertisment
Tara Prasad Bahinipati Odisha Congress Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe