Advertisment

ବିଜେଡି ରଙ୍ଗର ପୋଷାକ କାହିଁକି?

ବିଜୁ ଜନତା ଦଳର ପତକାର ରଙ୍ଗ ହେଉଛି ସାଗୁଆ ବା ସବୁଜ। ଅବଶ୍ୟ ଧଳା ରଙ୍ଗର ଶଙ୍ଖଟିଏ ଥାଏ ସେଥିରେ। ମାତ୍ର ପତାକାର ସମ୍ପୂର୍ଣ୍ଣ ରଙ୍ଗ ବା କଲର ହେଉଛି ସବୁଜ। ଏବେ ସେହି ସବୁଜ ରଙ୍ଗ ସାରା ସରକାରୀ କାର୍ଯ୍ୟକ୍ରମକୁ ଆଚ୍ଛାଦିତ କରିଦେଲାଣି। କାହିଁକି ଏବଂ କଣ ପାଇଁ ଏହି ରୂପାନ୍ତରଣ ତାହା ବୁଝା ପଡୁନାହିଁ। କିନ୍ତୁ ଆପଣ ଦେଖନ୍ତୁ ୫-ଟି ନାଁରେ ସ୍କୁଲଗୁଡ଼ିକର ରଙ୍ଗ ସବୁଜ କରିଦିଆଗଲା। ବିଭିନ୍ନ ସ୍ଥାନରେ ଥିବା ପୋଲ ବା ବ୍ରିଜ ଗୁଡ଼ିକରେ ମଧ୍ୟ ଏହି ରଙ୍ଗ ଦିଆଯାଉଛି ଏବେ ପିଲାଙ୍କ ସ୍କୁଲ ୟୁନିଫର୍ମ ମଧ୍ୟ ସେହି ରଙ୍ଗର ହେବ ବୋଲି ସରକାର ହୁଲିଆ ଜାରି କରିଛନ୍ତି।

author-image
Debendra Prusty

Odisha BjD Odisha Education High School Uniforms