ବିଜୁ ଜନତା ଦଳର ପତକାର ରଙ୍ଗ ହେଉଛି ସାଗୁଆ ବା ସବୁଜ। ଅବଶ୍ୟ ଧଳା ରଙ୍ଗର ଶଙ୍ଖଟିଏ ଥାଏ ସେଥିରେ। ମାତ୍ର ପତାକାର ସମ୍ପୂର୍ଣ୍ଣ ରଙ୍ଗ ବା କଲର ହେଉଛି ସବୁଜ। ଏବେ ସେହି ସବୁଜ ରଙ୍ଗ ସାରା ସରକାରୀ କାର୍ଯ୍ୟକ୍ରମକୁ ଆଚ୍ଛାଦିତ କରିଦେଲାଣି। କାହିଁକି ଏବଂ କଣ ପାଇଁ ଏହି ରୂପାନ୍ତରଣ ତାହା ବୁଝା ପଡୁନାହିଁ। କିନ୍ତୁ ଆପଣ ଦେଖନ୍ତୁ ୫-ଟି ନାଁରେ ସ୍କୁଲଗୁଡ଼ିକର ରଙ୍ଗ ସବୁଜ କରିଦିଆଗଲା। ବିଭିନ୍ନ ସ୍ଥାନରେ ଥିବା ପୋଲ ବା ବ୍ରିଜ ଗୁଡ଼ିକରେ ମଧ୍ୟ ଏହି ରଙ୍ଗ ଦିଆଯାଉଛି ଏବେ ପିଲାଙ୍କ ସ୍କୁଲ ୟୁନିଫର୍ମ ମଧ୍ୟ ସେହି ରଙ୍ଗର ହେବ ବୋଲି ସରକାର ହୁଲିଆ ଜାରି କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆମେରିକା ଏଜେନ୍ସିର ଅଭିଯୋଗ, ୨୦୨୧ରେ ଜଗନ ରେଡ୍ଡୀଙ୍କୁ ଲାଞ୍ଚ ପ୍ରତିଶ୍ରୁତି ଦେଇଥିଲେ ଆଦାନୀ
ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଏହି ଅଭିଯୋଗ ଆଣିଛି।
Politics
‘ମୋତେ ମାରିଦେଇଥା’ନ୍ତେ’
‘ପିଏସ୍ଓଠାରୁ ପିସ୍ତଲ ଛଡ଼ାଇ ମୋତେ ଫାୟାରିଂ କରିଥାନ୍ତେ। କୌଣସି ପ୍ରକାରେ ପିଏସ୍ଓ ସେମାନଙ୍କ କବଳରୁ ଖସିଯାଇଥିଲେ।’
Politics
ରାହୁଲଙ୍କ ସାମ୍ବାଦିକ ସମ୍ମିଳନୀ ବେଳେ କଟିଲା ବିଜୁଳି, ବିଜେପି କହିଲା- ଜୟରାମ କାଢ଼ିଥିଲେ ପ୍ଲଗ
ମାଇକ ବନ୍ଦ ହୋଇଯିବାରୁ ରାହୁଲ ଗାନ୍ଧି ଏଥିପାଇଁ ଆଦାନୀ ପାୱାର ଓ ମୋଦି ପାୱାର କଥା କହି କଟାକ୍ଷ କରିଥିଲେ।
Politics
‘ସେମାନଙ୍କ ସେ ଅଭ୍ୟାସ ଯାଇନି, ଭାବୁଛନ୍ତି ଏବେବି ଶାସନରେ ଅଛନ୍ତି’
ସେମାନଙ୍କ ଶାସନ ଗଲାଣି, ବିଜେପିର ଶାସନ ଆସିଲାଣି- ଏ କଥା ସେମାନେ ବୁଝିବା ଦରକାର ବୋଲି କହିଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ। ହେଲେ କାହା ଉଦ୍ଦେଶ୍ୟରେ ଏ କଥା କହିଛନ୍ତି ସେ?
Politics
ବବିଙ୍କ ଭାଇ କ୍ଷମାପ୍ରାର୍ଥନା ସହ ସରେଣ୍ଡର କଲେ କାହିଁକି?
ଗତକାଲି ଯାଜପୁରରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଉପରେ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା।