ନିଜ ଘରେ ନିଜେ କାହିଁକି ପଶିଲେ ସରକାର ? Odisha Government Targeted To Own People। Soumya Ranjan Patnaik।
Advertisment
ସୌମ୍ୟ ବାବୁଙ୍କ ସମ୍ବାଦ ଭବନରେ ଇଓଡବ୍ଲୁ ପଶି ଯେଉଁ ପରି ଭାବେ ପଚରାଉଚରା କରିଛି ତାକୁ ଦେଖିଲେ ଲାଗୁଛି ସତରେ ଆମ ରାଜ୍ୟରେ ଅର୍ଥନୈତିକ ଅପରାଧ ଆଉ ରହିବନି। ଏଥର ଦୋଷୀ ପାଇବେ ପାନେ, କେହି କାହିରିକୁ ଆଉ ଠକି ପାରିବେନି। ହେଲେ ଏଠି ମନକୁ ଗୋଟିଏ ପ୍ରଶ୍ନ ଆସୁଛି। ଆଗରୁ ଏ ସଂସ୍ଥାଟି କୁଆଡେ ଯାଇଥିଲା?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us