କାହିଁକି ଦିଲୀପ ରାୟଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦେଲେ ନବୀନ ପଟ୍ଟନାୟକ? କାହିଁକି ଶେଷ ସମୟରେ ବିଜୁ ରହୁଥିଲେ ଦିଲୀପଙ୍କ ଘରେ? ପାର୍ଲାମେଣ୍ଟରେ ବିଜୁ ଜନତା ଦଳର ପ୍ରଥମ ବିଭାଜନ କେବେ ହୋଇଥିଲା? କେମିତି ନବୀନ ଏହାକୁ ମ୍ୟାନେଜ କଲେ? ବିଭାଜନ କରିଥିବା ଲୋକଙ୍କୁ ନବୀନ ପୁରସ୍କାର ଦେଲେ ନା ଦଳରୁ ବିଦା କରିଦେଲେ? ଏମିତି ଅନେକ କଥାର ଗୁମର ଖୋଲିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ। ବିଜେଡିରୁ ବାହାରିବା ପରେ ବ୍ରଜ ବାବୁ ଯିବେକି ବିଆରଏସ୍? ଏ ସମ୍ପର୍କରେ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ସ୍ୱାଧୀନ କୁମାର ରାଉତ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଦିଲ୍ଲୀ ମେୟର ନିର୍ବାଚନରେ ବିଜେପିକୁ ଝଟକା, ବାଜି ମାରିନେଲା ଆପ୍
ଦିଲ୍ଲୀ ମେୟର ନିର୍ବାଚନରେ ଆପ୍ ପ୍ରାର୍ଥୀ ମହେଶ କୁମାର ଖିଞ୍ଚି ବିଜୟୀ। ୧୦ ଆପ୍ କାଉନସିଲରଙ୍କ କ୍ରସ୍ ଭୋଟିଂ ସତ୍ତ୍ୱେ ବିଜେପିକୁ ଝଟକା।
Politics
‘ଆମକୁ ପ୍ରବଳ ମାନସିକ ନିର୍ଯାତନା ଦିଆଯାଇଥିଲା’
‘କଣ୍ଟାବାଞ୍ଝିରେ ଆମ ଉପରେ ଥିଲେ ଭୂପିନ୍ଦର ସିଂହ ଓ ନିରଞ୍ଜନ ପୂଜାରୀ। ତେଣୁ ଆମକୁ କାହିଁକି ଏକା ଦୋଷ ଦିଆଯାଉଛି।’
Politics
ବାଂଲାଦେଶ ଆଟର୍ଣ୍ଣି ଜେନେରାଲଙ୍କ ଆହ୍ୱାନ, ସମ୍ବିଧାନରୁ ହଟାଯାଉ 'ଧର୍ମନିରପେକ୍ଷ' ଶବ୍ଦ
ଦେଶର ଜନସଂଖ୍ୟାର ୯୦% ମୁସଲମାନ ରହୁଥିବାରୁ ସମ୍ବିଧାନରୁ 'ଧର୍ମନିରପେକ୍ଷ' ଶବ୍ଦ ହଟାଇବାକୁ ସେ ଦାବି କରିଛନ୍ତି।
Politics
୮ରେ ସୋହେଲାରେ ବିଶାଳ ଚାଷୀ ସମାବେଶ, ମୁଖ୍ୟମନ୍ତ୍ରୀ କରିବେ ଅତିରିକ୍ତ ୮୦୦ ଟଙ୍କା ବଂଟନର ଶୁଭାରମ୍ଭ
ବୈଠକରୁ ଜଣାଯାଇଛି ଯେ, ଆସନ୍ତା ୨୦ ତାରିଖରେ ବରଗଡ ଜିଲ୍ଲାରୁ ଏହି ଧାନ ସଂଗ୍ରହ କାର୍ଯ୍ୟ ଆରମ୍ଭ ହେବ। ୨୨ ତାରିଖରେ ସମ୍ବଲପୁର ଏବଂ ପରେ ରାଜ୍ୟର ସବୁ ଜିଲ୍ଲାରେ ଏହି ଧାନ ସଂଗ୍ରହ ବ୍ୟବସ୍ଥା ଆରମ୍ଭ ହେବ।