ଶେଷ ସମୟରେ ବିଜୁ କାହିଁକି ଥିଲେ ଦୀଲିପଙ୍କ ଘରେ ? | Odisha Reporter
କାହିଁକି ଦିଲୀପ ରାୟଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦେଲେ ନବୀନ ପଟ୍ଟନାୟକ? କାହିଁକି ଶେଷ ସମୟରେ ବିଜୁ ରହୁଥିଲେ ଦିଲୀପଙ୍କ ଘରେ? ପାର୍ଲାମେଣ୍ଟରେ ବିଜୁ ଜନତା ଦଳର ପ୍ରଥମ ବିଭାଜନ କେବେ ହୋଇଥିଲା? କେମିତି ନବୀନ ଏହାକୁ ମ୍ୟାନେଜ କଲେ? ବିଭାଜନ କରିଥିବା ଲୋକଙ୍କୁ ନବୀନ ପୁରସ୍କାର ଦେଲେ ନା ଦଳରୁ ବିଦା କରିଦେଲେ? ଏମିତି ଅନେକ କଥାର ଗୁମର ଖୋଲିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ। ବିଜେଡିରୁ ବାହାରିବା ପରେ ବ୍ରଜ ବାବୁ ଯିବେକି ବିଆରଏସ୍? ଏ ସମ୍ପର୍କରେ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ସ୍ୱାଧୀନ କୁମାର ରାଉତ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
