Advertisment

ଆକାଶ ଦାସଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ତ୍ରୀ ଶୁଭ୍ରଜ୍ୟୋତି

ସ୍ୱାମୀଙ୍କ ନିର୍ବାଚନୀ ପ୍ରଚାରର ମଙ୍ଗ ଧରିଲେ ସ୍ତ୍ରୀ।

Advertisment

କୋରେଇରେ ଜମୁଛି ନିର୍ବାଚନୀ ପ୍ରଚାର । ସ୍ୱାମୀଙ୍କ ନିର୍ବାଚନୀ ପ୍ରଚାରର ମଙ୍ଗ ଧରିଲେ ସ୍ତ୍ରୀ। କୋରେଇ ବିଜେପି ବିଧାୟକ ପ୍ରାର୍ଥୀ ଆକାଶ ଦାସଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ତ୍ରୀ ଶୁଭ୍ରଜ୍ୟୋତି। ସନ୍ଧ୍ୟାରେ ଗାଁ ଗାଁ ଯାଇ ସଭାସମିତି ଓ କର୍ମୀ ସମ୍ମିଳନୀରେ ଭୋଟ୍ ମାଗୁଛନ୍ତି ଶୁଭ୍ରଜ୍ୟୋତି।

Advertisment
Odisha Bjp Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe