ମାଡିଲେ ମନମୋହନ କଣ ଭାଙ୍ଗିବ ବିଜେଡି ? | Odisha Reporter
Advertisment
ଆଗ୍ରେସିଭ୍ ପ୍ଲେୟର ଭାବେ ଜଣାଶୁଣା ମନମୋହନ ସାମଲ। ସଙ୍ଘ ଏବଂ ଏବିଭିପି ସହତ ଭଲ ଭଲ ସମ୍ପର୍କ। ଲକ୍ଷ୍ୟ ୨୦୨୪ରେ ବିଜେପି ସରକାର ଗଠନ। ନବୀନଙ୍କ ସହ ମନ୍ତ୍ରୀମଣ୍ଡଳରେ ରହି ଜାଣିଛନ୍ତି ଅନେକ ଭିତିରି କଥା। ଯଦି ମାଡ଼ିବେ ମନମୋହନ ତେବେ କଣ ଭାଙ୍ଗିବ ବିଜେଡି?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us