Advertisment

ସିବିଆଇ ଡାକିବ କି ନବୀନଙ୍କୁ ?

ସିବିଆଇ ରିଟର୍ଣ୍ଣକୁ ନେଇ ତେଜିଲା ରାଜନୀତି। ହିଣ୍ଡାଲକୋ ବିରୋଧରେ ସିବିଆଇ ମାମଲା ରୁଜୁ କରିବା ପରେ ପାଓ୍ୱାର କରିଡରରେ ଏମିତି ଚର୍ଚ୍ଚା ଜୋର ଧରିଛି।

author-image
Manoj Swain

ନବୀନଙ୍କ ପାଇଁ ବଢିଲା ଅଡୁଆ ! ପୁଣି ତେଜିଲା କୋଇଲା ଦୁର୍ନୀତି ବିବାଦ। ସିବିଆଇ ରିଟର୍ଣ୍ଣକୁ ନେଇ ତେଜିଲା ରାଜନୀତି। ହିଣ୍ଡାଲକୋ ବିରୋଧରେ ସିବିଆଇ ମାମଲା ରୁଜୁ କରିବା ପରେ ପାଓ୍ୱାର କରିଡରରେ ଏମିତି ଚର୍ଚ୍ଚା ଜୋର ଧରିଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Naveen Patnaik CBI Odisha