Advertisment

କଂଗ୍ରେସରୁ ଲଢ଼ିବେନି ସୁରଙ୍କ ସାନ ପୁଅ ମନ୍ମଥ

କଂଗ୍ରେସରୁ ଲଢ଼ିବେନି ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ। ବରିଷ୍ଠ କଂଗ୍ରେସ ବିଧାୟକ ତଥା ଜଟଣୀ ବିଧାୟକ ସୁର ରାଉତରାୟ ଏକ ପ୍ରେସମିଟରେ କହିଥିଲେ ପୁଅ ମୋର ଉତ୍ତରାଧିକାରୀ ଭାବେ କଂଗ୍ରେସ ଟିକେଟରେ ଜଟଣୀ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହେବ ?

Advertisment

କଂଗ୍ରେସରୁ ଲଢ଼ିବେନି ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ। ବରିଷ୍ଠ କଂଗ୍ରେସ ବିଧାୟକ ତଥା ଜଟଣୀ ବିଧାୟକ ସୁର ରାଉତରାୟ ଏକ ପ୍ରେସମିଟରେ କହିଥିଲେ ପୁଅ ମୋର ଉତ୍ତରାଧିକାରୀ ଭାବେ କଂଗ୍ରେସ ଟିକେଟରେ ଜଟଣୀ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହେବ ? ହେଲେ ମାସ କେଇଟା ଯାଇନି ବାପାଙ୍କ କଥାକୁ ଭୁଲ ପ୍ରମାଣିତ କରିଦେଲେ ପୁଅ ମନ୍ମଥ ରାଉତରାୟ ।

Advertisment
Congress Sura Routray Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe