ବିଜେପି ନା ବିଜେଡି କିଏ କରିବ ହଲ୍‌ଚଲ୍‌ ?

  • Published: Wednesday, 25 September 2024
  • , Updated: 25 September 2024, 09:39 PM IST

ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି ଆଗକୁ ବଡ଼ ବଡ଼ ବିସ୍ଫୋରଣ ହେବ । ବହୁତ ବଡ଼ ବଡ଼ ନେତା ବିଜେପିରେ ସାମିଲ ହେବେ । ଖାଲି ରାଜ୍ୟସଭା ନୁହେଁ ବହୁ ପଦାଧିକାରୀ ବିଜେପି ସହ ସମ୍ପର୍କରେ ଅଛନ୍ତି । ବିଧାୟକ, ପୂର୍ବତନ ବିଧାୟକ ବି ଯୋଗାଯୋଗରେ ଅଛନ୍ତି । ଅନ୍ୟପଟେ ସୁକାନ୍ତଙ୍କୁ କଡ଼ା କାଉଣ୍ଟର କରିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର । ଦେଖନ୍ତୁ ପୂରା ରିପୋର୍ଟ। 

Related story