ପୁରୀ: ବିଜେପିର ମୋଦିଙ୍କୁ କଂଗ୍ରେସର ସୋନିଆ ! | Odisha Reporter
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲଢିବେ କି ପୁରୀରୁ ? ପୁରୀ ବିଧାୟକ ଜୟନ୍ତ କହିଥିଲେ ଲଢିବେ ମୋଦି । ସୁବାସ କହିଲେ ମୋଦି ପୁରୀରୁ ଲଢିଲେ ଓଡ଼ିଶାରେ ସରକାର ଗଢିବ ବିଜେପି । ସେପଟେ ସୁର କହିଲେ ସୋନିଆ ପୁରୀରେ ଛିଡା ହେଲେ ଜିତିବେ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
