Advertisment

ଖେଳ ବିଗାଡ଼ିଦେବେ କି ସରପଞ୍ଚ?

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି। ଏହା ସହ ବିଜେଡି ନବ ଦାସଙ୍କ ସୁକନ୍ୟା ଦୀପାଳିଙ୍କୁ ପ୍ରାର୍ଥୀ କରି ଝାରସୁଗୁଡା ଉପନିର୍ବାଚନକୁ ନିଜ ସପକ୍ଷକୁ ଆଣିବା ପାଇଁ କସରତ ମଧ୍ୟ ଆରମ୍ଭ କରିଛି। ହେଲେ ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ସେତିକି ସରଗରମ ହେବାରେ ଲାଗିଛି ଝାରସୁଗୁଡ଼ା ରାଜନୀତି। ଏବେ ବିଜେଡିରେ ଏକ ପ୍ରକାର ଫାଟ ସୃଷ୍ଟି ହୋଇଛି। ଆଉ ଏହି ଫାଟ କେବଳ ଟିକେଟକୁ ନେଇ।

author-image
Debendra Prusty

Odisha BjD Jharsuguda Bypoll