Advertisment

ବିଜେଡିକୁ ଫେରିବେ କି ତଥାଗତ !

ପୁଣି ବିଜେଡିକୁ ଫେରିବେ କି ତଥାଗତ। ୨୦୨୪ରେ ତଥାଗତ ପୁଣି ହେବେ କି ପ୍ରାର୍ଥୀ। ଦୀର୍ଘ ଦିନ ଧରି ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିବା ପୂର୍ବତନ ସାଂସଦ ତଥାଗତ ସତପଥୀ ହଠାତ ଶଙ୍ଖ ଭବନ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

author-image
Manoj Swain

ପୁଣି ବିଜେଡିକୁ ଫେରିବେ କି ତଥାଗତ। ୨୦୨୪ରେ ତଥାଗତ ପୁଣି ହେବେ କି ପ୍ରାର୍ଥୀ। ଦୀର୍ଘ ଦିନ ଧରି ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିବା ପୂର୍ବତନ ସାଂସଦ ତଥାଗତ ସତପଥୀ ହଠାତ ଶଙ୍ଖ ଭବନ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତଥାଗତ ପୁଣିଥରେ ବିଜେଡିକୁ ଫେରିଲେ କି ? ୨୦୨୪ ନିର୍ବାଚନ ପୂର୍ବରୁ ତଥାଗତ ବିଜେଡିକୁ ନେଇ କିଛି ଚିନ୍ତା କରୁଛନ୍ତି କି ? ଶଂଖ ଭବନରେ ତଥାଗତ ଦେଖାଯିବା ପରେ ଏମିତି ଅନେକ ପ୍ରଶ୍ନ ସାମନାକୁ ଆସିଛି।

Advertisment
BjD Odisha Politcs