ପୁଣି ବିଜେଡିକୁ ଫେରିବେ କି ତଥାଗତ। ୨୦୨୪ରେ ତଥାଗତ ପୁଣି ହେବେ କି ପ୍ରାର୍ଥୀ। ଦୀର୍ଘ ଦିନ ଧରି ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିବା ପୂର୍ବତନ ସାଂସଦ ତଥାଗତ ସତପଥୀ ହଠାତ ଶଙ୍ଖ ଭବନ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ତଥାଗତ ପୁଣିଥରେ ବିଜେଡିକୁ ଫେରିଲେ କି ? ୨୦୨୪ ନିର୍ବାଚନ ପୂର୍ବରୁ ତଥାଗତ ବିଜେଡିକୁ ନେଇ କିଛି ଚିନ୍ତା କରୁଛନ୍ତି କି ? ଶଂଖ ଭବନରେ ତଥାଗତ ଦେଖାଯିବା ପରେ ଏମିତି ଅନେକ ପ୍ରଶ୍ନ ସାମନାକୁ ଆସିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Odisha
ଗର୍ଭବତୀ ଥିବାବେଳେ ସେକ୍ସ ନିରାପଦ କି?
ଗର୍ଭବତୀ ଥିବା ସମୟରେ କଣ କରିବା ଆଉ କଣ କରିବା ନାହିଁ? କେଉଁ କେଉଁ ଦିଗକୁ ଗୁରୁତ୍ୱ ଦେବା ଦରକାର? ଏହି ସମୟରେ ସେକ୍ସ କେତେ ଜରୁରୀ? ଏ ବିଷୟରେ ବିସ୍ତୃତରେ ଦେଖନ୍ତୁ ଆମ କାର୍ଯ୍ୟକ୍ରମ ସୁସ୍ଥ ଜୀବନ ସରଳ ସୂତ୍ରରେ।
Odisha
କିରାଣି ବଦଳିବେ, ଆଇଏଏସ ?
ପ୍ରତି ତିନି ବର୍ଷରେ ଗୋଟିଏ ସିଟ ବା ଅଫିସରୁ ବଦଳିବେ କିରାଣି। ହେଲେ ଗୋଟିଏ ସିଟରେ ଆଇଏଏସ୍ ଯେତେ ବର୍ଷ ରହିପାରିବେ! ଆଇଏଏସଙ୍କ ବଦଳି ପାଇଁ କାହିଁକି ତିଆରି କରାଯାଇନାହିଁ ନିୟମ?
Odisha
ବିଦ୍ୟାଳୟ ଅଛି କିନ୍ତୁ ଶ୍ରେଣୀ ଗୃହ ନାହିଁ
ବିଦ୍ୟାଳୟ ଅଛି କିନ୍ତୁ ଶ୍ରେଣୀ ଗୃହ ନାହିଁ। ବର୍ଷେ କି ଦୁଇ ବର୍ଷ ନୁହେଁ ୧୦ବର୍ଷ ହେଲାଣି ଅଙ୍ଗନବାଡ଼ି ଘରେ ଚାଲିଛି ପାଠପଢ଼ା। ଗଞ୍ଜାମରେ ଦେଖିବାକୁ ମିଳିଛି ନିଅଣ୍ଟିଆ ବ୍ୟବସ୍ଥାର ଏହି ବିକଳ ଚିତ୍ର।
Odisha
'ମୁଁ ମରିନାହିଁ, ବଞ୍ଚିଛି!'
ଏ ଘଟଣା ଯେତିକି ସାଙ୍ଘାତିକ ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ଜୀଵିତ ଥିବା ଜଣେ ମହିଳା ନିଜ ବ୍ଲକରେ ସେ ଜୀବିତ ବୋଲି ତାଙ୍କୁ ପ୍ରମାଣ ଦେବାକୁ ପଡୁଛି। ସୁନ୍ଦରଗଡ଼ ବଣାଇ ବ୍ଲକ ରବଡ଼ପୋଷ ଗ୍ରାମର ଏ ହେଉଛନ୍ତି ଜଣେ ବିଧବା ମହିଳା ମଲି କିସାନ। ଏଇ କିଛି ବର୍ଷ ତଳେ ସ୍ୱାମୀ ଆର ପାରିକୁ ଚାଲିଗଲେ। ସରକାରଙ୍କ ତରଫରୁ ମିଳୁଥିବା ବିଧବା ଭତ୍ତା ଗଣ୍ଡାକୁ ଅନେଇ ଦୁଃଖ କଷ୍ଟରେ ଜୀବନ ବଂଚୁଥିବା ବେଳେ ହଠାତ ବନ୍ଦ ହୋଇଗଲା ଏହି ଭତ୍ତା।