Advertisment

ଧୀରେ ଧୀରେ ଭାଙ୍ଗିଯିବ କି ବିଜେଡି ?

ମମତାଙ୍କ ପରେ ଆହୁରି କିଛି ନେତା ଦଳ ଛାଡ଼ି ବିଜେପିକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Advertisment

ରାଜ୍ୟସଭା ସାଂସଦ ପଦରୁ ମମତା ମହନ୍ତଙ୍କ ଇସ୍ତଫା ବିଜେଡିର ମୂଳୁଦୁଆ ପୁରା ହଲେଇ ଦେଇଛି। ବିଜେଡି ନେତମାନେ ମଧ୍ୟ ଅନୁଭବ କଲେଣି ଯେ ବିଜେଡି ଭାଙ୍ଗିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ମମତାଙ୍କ ପରେ ଆହୁରି କିଛି ନେତା ଦଳ ଛାଡ଼ି ବିଜେପିକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ବିଜେଡିକୁ ଛାଡି ଫୁଲ ଧରିବାକୁ କଲେଣି ସେମାନେ ମନ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe