ସାବତ ମା\' ଉପରେ ପଡିବ କି ଏ ଛୁଆଙ୍କ ଅଭିଶାପ ? | Odisha Reporter
Advertisment
ସତରେ କଣ ସିଏ ମା' ଯିଏ ଏଡ଼ିକି ବକଟେ ବକଟେ ଛୁଆକୁ ଦେଉଥିଲା ଯମଦଣ୍ଡ! କୁହାଯାଏ ମା' ନାହିଁ ଯାହାର ସାହା ନାହିଁ ତାହାର। ଯଦି ଆଇନଗତ ପ୍ରତିବନ୍ଧକ ନଥାନ୍ତା ତାହେଲେ ହୁଏତ ଏଇ କୁନି କୁନି ପିଲା ଦୁଇଟିଙ୍କ ଅସହାୟ ଚେହେରାକୁ ଆପଣ ଦେଖିପାରିଥାନ୍ତେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us