‘ଚାକିରି କରିଗଲେ ଏବେ ରାଜନୀତି କେମିତି କରିବେ ?’ | Odisha Reporter
5T ସଚିବ ଭିକେ ପାଣ୍ଡିଆନ୍ ଭିଆରଏସ ନେବା ପରେ ରାଜ୍ୟ ରାଜନୀତିରେ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ପାଣ୍ଡିଆନଙ୍କ ଆଗାମୀ ଗତିବିଧି କଣ ରହିବ ? ତାକୁ ନେଇ ଅନେକ ଚର୍ଚ୍ଚା । ଆଇଏଏସ୍ ଚାକିରିରୁ ଭିକେ ପାଣ୍ଡିଆନ୍ ଭିଆରଏସ୍ ନେବା ଓ କ୍ୟାବିନେଟ୍ ପାହ୍ୟା ପାଇବା ପ୍ରସଙ୍ଗରେ ବିଜେପି ନେତା ଗୋଲକ ମହାପାତ୍ରଙ୍କ ପ୍ରତିକ୍ରିୟା । ସେ କହିଛନ୍ତି, ଭିକେ ପାଣ୍ଡିଆନଙ୍କୁ ରାଜନୈତିକ ମଇଦାନରେ ଆଣିବାକୁ ଗଳା ବାଟ ଖୋଜୁଛି ବିଜେଡି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
