Advertisment

'ପାଣ୍ଡିଆନଙ୍କୁ ରାଜନୀତିରେ ଆଣିବାକୁ ଗଳା ବାଟ ଖୋଜୁଛି ବିଜେଡି'

'ଭିକେ ପାଣ୍ଡିଆନଙ୍କୁ ରାଜନୈତିକ ମଇଦାନରେ ଆଣିବାକୁ ଗଳା ବାଟ ଖୋଜୁଛି ବିଜେଡି'

Advertisment

5T ସଚିବ ଭିକେ ପାଣ୍ଡିଆନ୍ ଭିଆରଏସ ନେବା ପରେ ରାଜ୍ୟ ରାଜନୀତିରେ ଅନେକ କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ପାଣ୍ଡିଆନଙ୍କ ଆଗାମୀ ଗତିବିଧି କଣ ରହିବ ? ତାକୁ ନେଇ ଅନେକ ଚର୍ଚ୍ଚା ।  ଆଇଏଏସ୍ ଚାକିରିରୁ ଭିକେ ପାଣ୍ଡିଆନ୍‌ ଭିଆରଏସ୍‌ ନେବା ଓ କ୍ୟାବିନେଟ୍‌ ପାହ୍ୟା ପାଇବା ପ୍ରସଙ୍ଗରେ ବିଜେପି ନେତା ଗୋଲକ ମହାପାତ୍ରଙ୍କ ପ୍ରତିକ୍ରିୟା । ସେ କହିଛନ୍ତି, ଭିକେ ପାଣ୍ଡିଆନଙ୍କୁ ରାଜନୈତିକ ମଇଦାନରେ ଆଣିବାକୁ ଗଳା ବାଟ ଖୋଜୁଛି ବିଜେଡି ।

Advertisment
Bjp Vk Pandian Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe