ବିପିନଙ୍କୁ ବାଜିଗର କରାଇ ନାମ ନେବେ ପିଣ୍ଟୁ | Odisha Reporter
ବହୁ ଚେଷ୍ଟା କଲେ ବିପ୍ଲବ ପାତ୍ର । ଯୁଆଡେ ବିପିନ ସମିତି ମେମ୍ବରମାନଙ୍କୁ ନେଇ ଯାଉଥିଲେ ସେଠି ପହଞ୍ଚି ଯାଉଥିଲେ ପିଣ୍ଟୁ । କିନ୍ତୁ ସବୁ ଚେଷ୍ଟା କରି ମଧ୍ୟ ବିଜେଡିକୁ ହରାଇପାରିଲାନି ବିଜେଡି । ବିଜେଡିରୁ ବିଦା ହୋଇଥିବା ବିପିନଙ୍କ ପ୍ରାର୍ଥୀ ଜିତି ହେଲେ ଅଧ୍ୟକ୍ଷ। ପୂର୍ବତନ ବିଧାୟକ ସୂର୍ଯ୍ୟ ପାତ୍ରଙ୍କ ପୁଅ ପିଣ୍ଟୁ ଯେତେ ଲାଗିଲେ ବି ହେଲାନି। ତେବେ ଏ ନେଇ ବିପ୍ଳବ ପାତ୍ରଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
