Advertisment

ବିପିନଙ୍କୁ ବାଜିଗର କରାଇ ନାମ ନେବେ ପିଣ୍ଟୁ

ବହୁ ଚେଷ୍ଟା କଲେ ବିପ୍ଲବ ପାତ୍ର । ଯୁଆଡେ ବିପିନ ସମିତି ମେମ୍ବରମାନଙ୍କୁ ନେଇ ଯାଉଥିଲେ ସେଠି ପହଞ୍ଚି ଯାଉଥିଲେ ପିଣ୍ଟୁ ।

Advertisment

ବହୁ ଚେଷ୍ଟା କଲେ ବିପ୍ଲବ ପାତ୍ର । ଯୁଆଡେ ବିପିନ ସମିତି ମେମ୍ବରମାନଙ୍କୁ ନେଇ ଯାଉଥିଲେ ସେଠି ପହଞ୍ଚି ଯାଉଥିଲେ ପିଣ୍ଟୁ । କିନ୍ତୁ ସବୁ ଚେଷ୍ଟା କରି ମଧ୍ୟ ବିଜେଡିକୁ ହରାଇପାରିଲାନି ବିଜେଡି । ବିଜେଡିରୁ ବିଦା ହୋଇଥିବା ବିପିନଙ୍କ ପ୍ରାର୍ଥୀ ଜିତି ହେଲେ ଅଧ୍ୟକ୍ଷ। ପୂର୍ବତନ ବିଧାୟକ ସୂର୍ଯ୍ୟ ପାତ୍ରଙ୍କ ପୁଅ ପିଣ୍ଟୁ ଯେତେ ଲାଗିଲେ ବି ହେଲାନି। ତେବେ ଏ ନେଇ ବିପ୍ଳବ ପାତ୍ରଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Advertisment
Odisha BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe