ସେମାନେ ଚାକିରି ଛାଡ଼ି ଆସିଛନ୍ତି, ମୁଁ ଲୋକଙ୍କ ସହ ଅଛି | Odisha Reporter
ରାଜ୍ୟର ଆଉ ୯ ଲୋକସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଛାତ୍ର କଂଗ୍ରେସ ସଭାପତି ୟାସିର୍ ନୱାଜଙ୍କୁ ଭୁବନେଶ୍ୱରରୁ ଲୋକସଭା ପ୍ରାର୍ଥୀ କରିଛି ଦଳ। ଭୁବନେଶ୍ୱର ଲୋକସଭା ଆସନରେ ବିଜେପିର ଅପରାଜିତା ଷଡ଼ଙ୍ଗୀ ଓ ବିଜେଡିର ମନ୍ମଥ ରାଉରାୟଙ୍କ ସହିତ ଲଢ଼େଇ କରିବେ ୟାସିର ନୱାଜ। ପ୍ରାର୍ଥୀ ଘୋଷଣା ପରେ ୟାସିର ନୱାଜଙ୍କ ପ୍ରତିକ୍ରିୟା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
