Advertisment

ଭୁବନେଶ୍ୱରରୁ ଲଢ଼ିବେ ୟାସିର ନୱାଜ

ସୁରଙ୍କ ସହଯୋଗ ଲୋଡ଼ିଲେ ଭୁବନେଶ୍ବର ପ୍ରାର୍ଥୀ ୟାସିର ନୱାଜ।

Advertisment

ରାଜ୍ୟର ଆଉ ୯ ଲୋକସଭା ଆସନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଛାତ୍ର କଂଗ୍ରେସ ସଭାପତି ୟାସିର୍ ନୱାଜଙ୍କୁ ଭୁବନେଶ୍ୱରରୁ ଲୋକସଭା ପ୍ରାର୍ଥୀ କରିଛି ଦଳ। ଭୁବନେଶ୍ୱର ଲୋକସଭା ଆସନରେ ବିଜେପିର ଅପରାଜିତା ଷଡ଼ଙ୍ଗୀ ଓ ବିଜେଡିର ମନ୍ମଥ ରାଉରାୟଙ୍କ ସହିତ ଲଢ଼େଇ କରିବେ ୟାସିର ନୱାଜ। ପ୍ରାର୍ଥୀ ଘୋଷଣା ପରେ ୟାସିର ନୱାଜଙ୍କ ପ୍ରତିକ୍ରିୟା। 

Advertisment
Congress Bhubaneswar Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe