'କାଲି ଛତିଶଗଡ଼ରେ ଜିତିଛୁ, ଆସନ୍ତାବର୍ଷ ଓଡ଼ିଶାରେ ଜିତିବୁ'

'ଗତକାଲି ଛତିଶଗଡ଼ରେ ଜିତିଛୁ, ଆସନ୍ତାବର୍ଷ ଓଡ଼ିଶାରେ ଜିତିବୁ। କୌଣସି ଏକ୍‌ଜିଟ୍‌ ପୋଲ୍‌ ଛତିଶଗଡ଼ରେ ବିଜେପି ଜିତିବ କହିନଥିଲା'

Manoj Swain
  • Published: Monday, 04 December 2023
  • Updated: 04 December 2023, 06:43 PM IST

କେନ୍ଦ୍ରାପଡ଼ାରେ ଅନୁଷ୍ଠିତ ବିଜେପି ସମାରୋହରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ତାଙ୍କ ପ୍ରତିକ୍ରିୟା। କହିଲେ, ଗତକାଲି ଛତିଶଗଡ଼ରେ ଜିତିଛୁ, ଆସନ୍ତାବର୍ଷ ଓଡ଼ିଶାରେ ଜିତିବୁ। କୌଣସି ଏକ୍‌ଜିଟ୍‌ ପୋଲ୍‌ ଛତିଶଗଡ଼ରେ ବିଜେପି ଜିତିବ କହିନଥିଲା। ଆମ କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ ଆମେ ଜିତିଲୁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ପ୍ରତି ଲୋକଙ୍କ ଭରସାର ଏହା ପ୍ରମାଣ। ଏଠିକା ସରକାରଙ୍କୁ ହରାଇ ହେବନି ବୋଲି ଗୋଟିଏ ମାହୋଲ କରାଯାଇଛି। ଜିତିବା ପାଇଁ ଆମକୁ ଆମର ଆତ୍ମବିଶ୍ୱାସ ବଢ଼ାଇବାକୁ ପଡ଼ିବ। ଓଡ଼ିଶା ଜନସାଧାରଣ ଚାହୁଁଛନ୍ତି ଓଡ଼ିଆମାନଙ୍କ ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos