Advertisment

'କାଲି ଛତିଶଗଡ଼ରେ ଜିତିଛୁ, ଆସନ୍ତାବର୍ଷ ଓଡ଼ିଶାରେ ଜିତିବୁ'

'ଗତକାଲି ଛତିଶଗଡ଼ରେ ଜିତିଛୁ, ଆସନ୍ତାବର୍ଷ ଓଡ଼ିଶାରେ ଜିତିବୁ। କୌଣସି ଏକ୍‌ଜିଟ୍‌ ପୋଲ୍‌ ଛତିଶଗଡ଼ରେ ବିଜେପି ଜିତିବ କହିନଥିଲା'

ଅଦ୍ୟତନ ହୋଇଛି
Advertisment

କେନ୍ଦ୍ରାପଡ଼ାରେ ଅନୁଷ୍ଠିତ ବିଜେପି ସମାରୋହରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ତାଙ୍କ ପ୍ରତିକ୍ରିୟା। କହିଲେ, ଗତକାଲି ଛତିଶଗଡ଼ରେ ଜିତିଛୁ, ଆସନ୍ତାବର୍ଷ ଓଡ଼ିଶାରେ ଜିତିବୁ। କୌଣସି ଏକ୍‌ଜିଟ୍‌ ପୋଲ୍‌ ଛତିଶଗଡ଼ରେ ବିଜେପି ଜିତିବ କହିନଥିଲା। ଆମ କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ ଆମେ ଜିତିଲୁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ପ୍ରତି ଲୋକଙ୍କ ଭରସାର ଏହା ପ୍ରମାଣ। ଏଠିକା ସରକାରଙ୍କୁ ହରାଇ ହେବନି ବୋଲି ଗୋଟିଏ ମାହୋଲ କରାଯାଇଛି। ଜିତିବା ପାଇଁ ଆମକୁ ଆମର ଆତ୍ମବିଶ୍ୱାସ ବଢ଼ାଇବାକୁ ପଡ଼ିବ। ଓଡ଼ିଶା ଜନସାଧାରଣ ଚାହୁଁଛନ୍ତି ଓଡ଼ିଆମାନଙ୍କ ସରକାର।

Advertisment
Odisha Bjp Baijayanta Panda Kendrapada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe