ବୁଢ଼ା ବାପା-ମାଆଙ୍କ ସେବା ନକଲେ…. ? | Odisha Reporter
ଏଣିକି ଆଉ ପିଲା ମାନଙ୍କ ପାଇଁ ଅଲୋଡ଼ା ହେବେନି ବାପା ମାଆ। ଆଉ ନିଜ ପିଲା ମାନଙ୍କଠୁ ଧକିଆ ଖାଇବାକୁ ହେବନାହିଁ । କାରଣ ଆଉ ନିଜ ବାପା ମାଙ୍କ ସେବା ନକଲେ ମିଳିବନି କାଣିଚାଏ ବି ସମ୍ପତ୍ତି । ଯଦି କୌଣସି ସନ୍ତାନ ନିଜର ବୃଦ୍ଧ ବାପା-ମାଆଙ୍କୁ ଘରୁ ବାହାର କରିଦିଏ କିମ୍ବା ତାଙ୍କୁ ମାନସିକ ଆଘାତ ଦିଏ ତେବେ ସେମାନଙ୍କୁ ସମ୍ପତ୍ତି ହରାଇବାକୁ ପଡିବ । ଏପରି ଏକ ନୂତନ ସ୍ୱାଗତ ଯୋଗ୍ୟ ନିୟମ ଆଣିବାକୁ ଯାଉଛନ୍ତି ଉତ୍ତର ପ୍ରଦେଶର ଯୋଗୀ ସରକାର ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
