ବର୍ତ୍ତମାନ ବିଜେଡିର ହାଇଡ୍ରାମାରେ ପାଣ୍ଡିଆନଙ୍କ ନାଁ ପ୍ରଥମେ ନେଲେ ଅମର । ବାହାରି ପଡ଼ିଲେ ଲେନିନ୍ କହିଲେ ଅମର ବାବୁ ଦଳ ଛାଡ଼ିଦିଅ । ଜବାବ ଦେଲେ ଅମର କହିଲେ ମୁଁ ତ ରିନ୍ୟୁ କରିନି, ଦଳରେ ନାହିଁ । ତା’ ପରେ ପାଟ୍ଟଶାଣୀ କହିଲେ ପାଣ୍ଡିଆନ ଥିବା ଯାଏ ଆଉ ବିଜେଡି ଆସିବନି । ବାହାରିପଡ଼ିଲେ ଲେନିନ କହିଲେ ବାବା ମାଗୁଥିଲେ 4 ଟିକେଟ୍ ପାଣ୍ଡିଆନ ଏବେ ସନ୍ୟାସ । ପୁରୁଣା ବିଜେଡି ପାଣ୍ଡିଆନଙ୍କୁ ଗାଳି କରୁଥିବାବେଳେ କାହିଁକି ଜାବୁଡ଼ି ଧରିଛି ୟଙ୍ଗ ବିଜେଡି ?
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ସମୀରଙ୍କ ଦେହାନ୍ତ ପରେ କ’ଣ କହିଲେ ବାଚସ୍ପତି
ଆଜି ସମୀର ଦେ’ଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା।
Politics
ବିଜେଡି ନେତା ଏନ୍. ଭାସ୍କର ରାଓଙ୍କୁ ମିଳିଲା ଆଶ୍ୱସ୍ତି
୨୦୧୩ ମସିହା ଡ଼ିସେମ୍ବର ୧୫ ତାରିଖରେ ରାୟଗଡା ଜିଲ୍ଲାର ବରିଷ୍ଠ ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗୀ ହଠାତ୍ ନିଖୋଜ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ମୃତଦେହ ଆନ୍ଧ୍ରପ୍ରଦେଶରୁ ମିଳିଥିଲା।
Politics
ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଦେଖି ଏମିତି କଲେ ବିଜେପି ସମର୍ଥକ, ନିଆରା ଜବାବର ଭିଡିଓ ଭାଇରାଲ୍
ସେ ରୋଡ ଶୋ’ କରୁଥିବା ବେଳେ କିଛି ବିଜେପି ସମର୍ଥକ ତାଙ୍କୁ ଦେଖି ଗୋଟିଏ ବିଲଡିଂ ଉପରେ ରହି ଦଳର ପତାକା ଉଡ଼ାଇ ନାରାବାଜୀ କରିଥିଲେ।