ଏବେ ବି ପାଣ୍ଡିଆନଙ୍କ ହାତରେ ରିମୋଟ କଣ୍ଟ୍ରୋଲ !

ପୁରୁଣା ବିଜେଡି ପାଣ୍ଡିଆନଙ୍କୁ ଗାଳି କରୁଥିବାବେଳେ କାହିଁକି ଜାବୁଡ଼ି ଧରିଛି ୟଙ୍ଗ ବିଜେଡି ?

Manoj Swain
  • Published: Thursday, 17 October 2024
  • Updated: 17 October 2024, 02:35 PM IST

Sports

Latest News

ବର୍ତ୍ତମାନ ବିଜେଡିର ହାଇଡ୍ରାମାରେ ପାଣ୍ଡିଆନଙ୍କ ନାଁ ପ୍ରଥମେ ନେଲେ ଅମର । ବାହାରି ପଡ଼ିଲେ ଲେନିନ୍ କହିଲେ ଅମର ବାବୁ ଦଳ ଛାଡ଼ିଦିଅ । ଜବାବ ଦେଲେ ଅମର କହିଲେ ମୁଁ ତ ରିନ୍ୟୁ କରିନି, ଦଳରେ ନାହିଁ । ତା’ ପରେ ପାଟ୍ଟଶାଣୀ କହିଲେ ପାଣ୍ଡିଆନ ଥିବା ଯାଏ ଆଉ ବିଜେଡି ଆସିବନି । ବାହାରିପଡ଼ିଲେ ଲେନିନ କହିଲେ ବାବା ମାଗୁଥିଲେ 4 ଟିକେଟ୍ ପାଣ୍ଡିଆନ ଏବେ ସନ୍ୟାସ । ପୁରୁଣା ବିଜେଡି ପାଣ୍ଡିଆନଙ୍କୁ ଗାଳି କରୁଥିବାବେଳେ କାହିଁକି ଜାବୁଡ଼ି ଧରିଛି ୟଙ୍ଗ ବିଜେଡି ?

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos