ପାଣ୍ଡିଆନ କହିଲେ କାହିଁକି ଫକ୍କି ଡେଉଁଛି ୟଙ୍ଗ ବିଜେଡି ? | Young BJD | VK Pandian | Odisha Reporter
Advertisment
ବର୍ତ୍ତମାନ ବିଜେଡିର ହାଇଡ୍ରାମାରେ ପାଣ୍ଡିଆନଙ୍କ ନାଁ ପ୍ରଥମେ ନେଲେ ଅମର । ବାହାରି ପଡ଼ିଲେ ଲେନିନ୍ କହିଲେ ଅମର ବାବୁ ଦଳ ଛାଡ଼ିଦିଅ । ଜବାବ ଦେଲେ ଅମର କହିଲେ ମୁଁ ତ ରିନ୍ୟୁ କରିନି, ଦଳରେ ନାହିଁ । ତା’ ପରେ ପାଟ୍ଟଶାଣୀ କହିଲେ ପାଣ୍ଡିଆନ ଥିବା ଯାଏ ଆଉ ବିଜେଡି ଆସିବନି । ବାହାରିପଡ଼ିଲେ ଲେନିନ କହିଲେ ବାବା ମାଗୁଥିଲେ 4 ଟିକେଟ୍ ପାଣ୍ଡିଆନ ଏବେ ସନ୍ୟାସ । ପୁରୁଣା ବିଜେଡି ପାଣ୍ଡିଆନଙ୍କୁ ଗାଳି କରୁଥିବାବେଳେ କାହିଁକି ଜାବୁଡ଼ି ଧରିଛି ୟଙ୍ଗ ବିଜେଡି ?
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us