Advertisment

ଦିଲ୍ଲୀକୁ ଟପିଲା ଭୁବନେଶ୍ୱର

ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତରକୁ ଟପିଲା ଭୁବନେଶ୍ୱର! ଶୀତଦିନ ଓ ରାସ୍ତା କାମ ପାଇଁ ବଢ଼ିଲା କି ପ୍ରଦୂଷଣ? ରମାଦେବୀ ପାଖରେ ପ୍ରଦୂଷଣ ଅତି ମାରାତ୍ମକ। ସହରର ୫ଟି ସ୍ଥାନରେ ପ୍ରଦୂଷଣ ମାରାତ୍ମକ ସ୍ଥିତିରେ। ଉତ୍କଳ ବିଶ୍ୱବିଦ୍ୟାଳୟ ବି ଦେଲା ସତର୍କ ସୂଚନା।

author-image
Debendra Prusty

ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତରକୁ ଟପିଲା ଭୁବନେଶ୍ୱର! ଶୀତଦିନ ଓ ରାସ୍ତା କାମ ପାଇଁ ବଢ଼ିଲା କି ପ୍ରଦୂଷଣ? ରମାଦେବୀ ପାଖରେ ପ୍ରଦୂଷଣ ଅତି ମାରାତ୍ମକ। ସହରର ୫ଟି ସ୍ଥାନରେ ପ୍ରଦୂଷଣ ମାରାତ୍ମକ ସ୍ଥିତିରେ। ଉତ୍କଳ ବିଶ୍ୱବିଦ୍ୟାଳୟ ବି ଦେଲା ସତର୍କ ସୂଚନା।

Advertisment
Bhubaneswar Air Pollution Air Quality