ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତରକୁ ଟପିଲା ଭୁବନେଶ୍ୱର! ଶୀତଦିନ ଓ ରାସ୍ତା କାମ ପାଇଁ ବଢ଼ିଲା କି ପ୍ରଦୂଷଣ? ରମାଦେବୀ ପାଖରେ ପ୍ରଦୂଷଣ ଅତି ମାରାତ୍ମକ। ସହରର ୫ଟି ସ୍ଥାନରେ ପ୍ରଦୂଷଣ ମାରାତ୍ମକ ସ୍ଥିତିରେ। ଉତ୍କଳ ବିଶ୍ୱବିଦ୍ୟାଳୟ ବି ଦେଲା ସତର୍କ ସୂଚନା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Science & Environment
ଏନକ୍ଲୋଜରକୁ ଗଲା ବାଘୁଣୀ ଜିନତ୍, ୨୪ ଘଣ୍ଟା ରହିବ ନଜର
ଗତକାଲି ତା’ ନାଁ ଗଙ୍ଗା ବୋଲି କୁହାଯାଉଥିବା ବେଳେ ଆଜି କିନ୍ତୁ ଉକ୍ତ ବାଘୁଣୀର ନାଁ ‘ ଜିନତ୍’ ବୋଲି କହିଛନ୍ତି ପିସିସିଏଫ ।
Science & Environment
ସଂକଟରେ ଜୈବ ବିବିଧତା!, ଲୋପ ପାଇବାକୁ ବସିଲେଣି ୧୦ ଲକ୍ଷ ପ୍ରଜାତି
ମଣିଷର ଅତ୍ୟାବଶ୍ୟକ ବ୍ୟବହାର କାରଣରୁ ପୃଥିବୀର ସ୍ଥଳ ଓ ଜଳ ଭାଗରେ ଥିବା ସମସ୍ତ ଜୀବଜନ୍ତୁ ସଙ୍କଟରେ।
Science & Environment
ରୋବଟ୍ ଲିଭାଇବ ଭୟଙ୍କର ନିଆଁ; ଓଡ଼ିଶାକୁ ଆସିଲା ୨୨ଟି ମେସିନ
କୌଣସି ସ୍ଥାନରେ ଭୟଙ୍କର ନିଆଁ ଲାଗିଲେ ସବୁ ଛାରଖାର କରିଦିଏ। ସେପରି ସ୍ଥାନରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ପାରୁ ନ ଥିବା ବେଳେ ଏବେ ସେଠାରେ ପହଞ୍ଚି ନିଆଁ ଲିଭାଇବ ରୋବଟ।