ମହାକାଶରେ ଝୁଡ଼ଙ୍ଗ ମଞ୍ଜି ହେବ ଗଜା

କ୍ରପ୍ ପେଲୋଡ୍‌ରେ ୮ଟି ଝୁଡ଼ଙ୍ଗ ମଞ୍ଜିକୁ ମହାକାଶକୁ ପଠାଇବ ଇସ୍ରୋ। ସେହିପରି RV ସାଟ୍-1 ପେଲୋଡଡ୍‌ରେ ମହାକାଶକୁ ଯିବ ମଣିଷ ପାକସ୍ଥଳୀ ଓ ଅନ୍ତନଳୀରେ ରହୁଥିବା ଜୀବାଣୁ।

PSLV-C60 mission

Representational Image

Madhupriya Mistry
  • Published: Monday, 23 December 2024
  • Updated: 23 December 2024, 09:24 AM IST

Sports

Latest News

ମହାକାଶରେ ମଞ୍ଜିକୁ ଗଜା କରିବ ଇସ୍ରୋ। ଅନ୍ତରୀକ୍ଷକୁ ପଠାଇବ ଅନ୍ତନଳୀର ଜୀବାଣୁ। ଉତ୍‌କ୍ଷେପଣ ଅପେକ୍ଷାରେ ଥିବା ସ୍ପେଡେକ୍ସ ମିଶନକୁ ନେଇ ଆସିଲା ବଡ଼ ସୂଚନା। କେବଳ ଇନସ୍ପେଶ୍ ଡକିଂ ବା ଦୁଇଟି ସ୍ପେସ୍‌କ୍ରାଫ୍ଟକୁ ମହାକାଶରେ ଯୋଡ଼ିବା ନୁହେଁ, ଏହି ଅଭିଯାନରେ ଅନେକ କିଛି ନୂଆ କରିବାକୁ ଯାଉଛି ଇସ୍ରୋ।

ବହୁ ପରୀକ୍ଷଣ ପ୍ରଥମ ଥର ପାଇଁ ହେବାକୁ ଯାଉଛି ଭାରତୀୟ ମହାକାଶ ଗବେଷଣା ଇତିହାସରେ। ଏହି ମିଶନରେ ବ୍ୟବହୃତ PSLV-C60 ରକେଟ୍‌ର ଚତୁର୍ଥ ଷ୍ଟେଜରେ ପଠାଯିବ ମୋଟ୍ ୨୪ଟି ପେଲୋଡ୍ ବା ଯନ୍ତ୍ର। ଏହାକୁ PS4 ଅର୍ବିଟାଲ୍ ଏକ୍ସପେରିମେଣ୍ଟ ମଡ୍ୟୁଲ୍ ବା ପଏମ୍-4 ବୋଲି କୁହାଯାଉଛି।

Also Read

୨୪ଟି ପେଲୋଡ୍ ରୁ ୧୪ଟି ଇସ୍ରୋ ତିଆରି କରିଥିବା ବେଳେ,୧୦ଟି ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଘରୋଇ ଷ୍ଟାର୍ଟଅପ୍ ଦ୍ୱାରା ତିଆରି କରାଯାଇଛି। ତେବେ ଏଥିମଧ୍ୟରୁ ସବୁଠୁ ଦୁଇଟି ରୋଚକ ପେଲୋଡ୍ ହେଉଛି- କ୍ରପ୍ ଏବଂ RV ସାଟ୍-1। କ୍ରପ୍ ପେଲୋଡ୍‌ରେ ୮ଟି ଝୁଡ଼ଙ୍ଗ ମଞ୍ଜିକୁ ମହାକାଶକୁ ପଠାଇବ ଇସ୍ରୋ।

୫ ରୁ ୭ ଦିନ ଭିତରେ ଏହାକୁ ଗଜା କରି, ସେଥିରୁ ୨ଟି ଲେଖାଏଁ ପତ୍ର ବାହାରିବା ଯାଏଁ ଅନୁଧ୍ୟାନ କରାଯିବ। କ୍ଷୀଣ ଚୁମ୍ବକୀୟ ଶକ୍ତିରେ କିପରି ମଞ୍ଜିରୁ ଗଛ ବାହାରୁଛି, ତାର ଫଟୋ ଉଠାଯିବ ଏବଂ ଅମ୍ଳଜାନ, ଅଙ୍ଗାରକାମ୍ଳ, ଆଦ୍ରତା, ତାପମାତ୍ରା ଆଦି ମପାଯିବ।

ସେହିପରି RV ସାଟ୍-1 ପେଲୋଡଡ୍‌ରେ ମହାକାଶକୁ ଯିବ ମଣିଷ ପାକସ୍ଥଳୀ ଓ ଅନ୍ତନଳୀରେ ରହୁଥିବା ଜୀବାଣୁ। ମହାକାଶରେ ସେଗୁଡ଼ିକ କିପରି ବଂଶବୃଦ୍ଧି କରୁଛି ତାର ଅନୁଧ୍ୟାନ କରାଯିବ। ଏଥିସହ ୱାକିଂ ରୋବଟ୍ ଆର୍ମ ଏବଂ ମହାକାଶରୁ ବର୍ଜ୍ୟ ସଂଗ୍ରହ ପାଇଁ ରୋବଟ୍ ମଧ୍ୟ ପରୀକ୍ଷଣ କରାଯିବ ପଏମ୍ ଏକ୍ସପେରିମେଣ୍ଟରେ। ଆଗାମୀ ଦିନରେ ହେବାକୁ ଥିବା ମାନବ ମିଶନରେ ଏହିସବୁ ତଥ୍ୟ ଖୁବ୍ ଉପାଦେୟ ସାବ୍ୟସ୍ତ ହେବ ବୋଲି ଆଶା ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story