Advertisment

ଆଇଆଇଟି ଦିଲ୍ଲୀ ତିଆରି କଲା ଶାକାହାରୀ ଅଣ୍ଡା

ନୂଆଦିଲ୍ଲୀ: ବିଜ୍ଞାନର ଆଉ ଏକ ସଫଳତା। ବିଜ୍ଞାନ ଏବଂ ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରାଯାଇ ତିଆରି ହୋଇଛି ଶାକାହାରୀ ଅଣ୍ଡା। ଆଇଆଇଟି ଦିଲ୍ଲୀ ଏହି ଅଣ୍ଡା ତିଆରି କରିଛି। ସାଧାରଣ ଅଣ୍ଡା ଭଳି ପ୍ରୋଟିନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ରହିଛି ଏହି ଅଣ୍ଡାରେ। ଏହାର ସ୍ୱାଦ ମଧ୍ୟ ଭଲ ଥିବା ଜଣାପଡ଼ିଛି। ଆଇଆଇଟି ଦିଲ୍ଲୀ ଏହି ଆବିଷ୍କାର ପାଇଁ ଏସଡିଜି ଫର୍ ଏସଡିଜି ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ପାଇଛି। ୟୁନାଇଟେଡ ନେଶନ ଡେଭଲପମେଣ୍ଟ ପ୍ରୋଗ୍ରାମ୍ (ୟୁଏନଡିପି)ର […]

ଆଇଆଇଟି ଦିଲ୍ଲୀ ତିଆରି କଲା ଶାକାହାରୀ ଅଣ୍ଡା

egg

Advertisment

ନୂଆଦିଲ୍ଲୀ: ବିଜ୍ଞାନର ଆଉ ଏକ ସଫଳତା। ବିଜ୍ଞାନ ଏବଂ ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରାଯାଇ ତିଆରି ହୋଇଛି ଶାକାହାରୀ ଅଣ୍ଡା। ଆଇଆଇଟି ଦିଲ୍ଲୀ ଏହି ଅଣ୍ଡା ତିଆରି କରିଛି। ସାଧାରଣ ଅଣ୍ଡା ଭଳି ପ୍ରୋଟିନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ରହିଛି ଏହି ଅଣ୍ଡାରେ। ଏହାର ସ୍ୱାଦ ମଧ୍ୟ ଭଲ ଥିବା ଜଣାପଡ଼ିଛି।

Advertisment

ଆଇଆଇଟି ଦିଲ୍ଲୀ ଏହି ଆବିଷ୍କାର ପାଇଁ ଏସଡିଜି ଫର୍ ଏସଡିଜି ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ପାଇଛି। ୟୁନାଇଟେଡ ନେଶନ ଡେଭଲପମେଣ୍ଟ ପ୍ରୋଗ୍ରାମ୍ (ୟୁଏନଡିପି)ର ଲ୍ୟାବରେ ଏହି ପ୍ରତିଯୋଗିତା ହୋଇଥିଲା। ଆଇଆଇଟି ଦିଲ୍ଲୀର ସେଣ୍ଟର ଫର୍ ରୁରାଲ ଡେଭଲପମେଣ୍ଟ ଆଣ୍ଡ ଟେକ୍ନୋଲଜିର ପ୍ରୋଫେସର କାବ୍ୟା ଦଶୋରା ଏହାର ଆବିଷ୍କାର କରିଛନ୍ତି।

ଏଥିପାଇଁ ଜର୍ମାନୀର ଆର୍ଥିକ ସହଯୋଗ ଏବଂ ବିକାଶର ପ୍ରମୁଖ କ୍ରିଷ୍ଟିୟ ଆଇଆଇଟି ଦିଲ୍ଲୀକୁ ପୁରସ୍କୃତ କରିଛି। ପୁରସ୍କାର ସ୍ୱରୂପ 5 ହଜାର ଡଲାର ଦେଇଛି ଏହି ସଂସ୍ଥା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe