ପୃଥିବୀରେ ଡାକ୍ତର ମହାକାଶରେ ହେଲା ସୁନିତାଙ୍କ ଆଖି ଚିକିତ୍ସା | Astronaut Sunita Williams Stuck In Space | OR
Advertisment
ପୃଥିବୀକୁ କେବେ ଫେରିବେ ମହାକାଶଚାରୀ ସୁନୀତା ଓ୍ୱିଲିୟମ୍ସ ? ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏହାକୁ ନେଇ ଏକ ବଡ଼ ଘୋଷଣା କରିଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା। ଆସନ୍ତା ବର୍ଷ ଫେବ୍ରୁଆରୀରେ ମହାକାଶରୁ ଫେରିବେ ଭାରତୀୟ ବଂଶୋଦ୍ଭବ ସୁନୀତା ଓ୍ୱିଲିୟମ୍ସ। ଏନେଇ ନାସା ସ୍ପଷ୍ଟ କରିଛି । ତେବେ ମହାକାଶରେ ସୁନୀତା କିପରି ଅଛନ୍ତି ? ଏହାକୁ ନେଇ ସବିଶେଷ ତଥ୍ୟ ଦେଇଛନ୍ତି ବୈଜ୍ଞାନିକ ଶୁଭେନ୍ଦୁ ପଟ୍ଟାନାୟକ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us