Advertisment

କରୋନାର ପରିବର୍ତ୍ତିତ ରୂପ ଆଗାମୀ ଦିନ ପାଇଁ ବିପଦ!

ନୂଆଦିଲ୍ଲୀ: କରୋନା ଭାଇରସର କ୍ଷମତା ଏବେ ବଢ଼ିଯାଇଛି। ଆଗାମୀ ଦିନରେ ମଣିଷଙ୍କ ଶରୀରରେ ଏହି ଭାଇରସ ଅଧିକ ସଂକ୍ରମିତ ହୋଇପାରେ। ଗବେଷକମାନେ ଏଭଳି କିଛି ଜାଣିବାକୁ ପାଇଛନ୍ତି। ଜର୍ଣ୍ଣାଲ ସେଲ ନାମକ ପତ୍ରିକାରେ ଏଭଳି ଖବର ପ୍ରକାଶ ପାଇଛି। କରୋନା ଭାଇରସର ପରିବର୍ତ୍ତିତ ଷ୍ଟେନ୍‌ର ନାମ ଡି୬୧୪ଜି ରହିଛି। ଏପ୍ରିଲରେ ଡି୬୧୪ଜି ପ୍ରଥମେ ଚିହ୍ନଟ ହୋଇଛି। ଏହା କରୋନାର ପରିବର୍ତ୍ତିତ ଢାଞ୍ଚା ହୋଇଥିବାରୁ ଏହାକୁ ଭଲ ଭାବରେ ନିରୀକ୍ଷଣ କରାଯାଉଥିବା ଆମେରିକାର ଲଶ ଆଲାମୋଶ ନ୍ୟାଶନାଲ ଲାବରୋଟରୀର […]

୧୯ ଜିଲ୍ଲାରୁ ୨୪୫ କରୋନା ଆକ୍ରାନ୍ତ ଚିହ୍ନଟ, ଗଞ୍ଜାମରେ ସବୁଠୁ ଅଧିକ

corona-34

Advertisment

ନୂଆଦିଲ୍ଲୀ: କରୋନା ଭାଇରସର କ୍ଷମତା ଏବେ ବଢ଼ିଯାଇଛି। ଆଗାମୀ ଦିନରେ ମଣିଷଙ୍କ ଶରୀରରେ ଏହି ଭାଇରସ ଅଧିକ ସଂକ୍ରମିତ ହୋଇପାରେ। ଗବେଷକମାନେ ଏଭଳି କିଛି ଜାଣିବାକୁ ପାଇଛନ୍ତି। ଜର୍ଣ୍ଣାଲ ସେଲ ନାମକ ପତ୍ରିକାରେ ଏଭଳି ଖବର ପ୍ରକାଶ ପାଇଛି। କରୋନା ଭାଇରସର ପରିବର୍ତ୍ତିତ ଷ୍ଟେନ୍‌ର ନାମ ଡି୬୧୪ଜି ରହିଛି।

Advertisment

ଏପ୍ରିଲରେ ଡି୬୧୪ଜି ପ୍ରଥମେ ଚିହ୍ନଟ ହୋଇଛି। ଏହା କରୋନାର ପରିବର୍ତ୍ତିତ ଢାଞ୍ଚା ହୋଇଥିବାରୁ ଏହାକୁ ଭଲ ଭାବରେ ନିରୀକ୍ଷଣ କରାଯାଉଥିବା ଆମେରିକାର ଲଶ ଆଲାମୋଶ ନ୍ୟାଶନାଲ ଲାବରୋଟରୀର ଗବେଷକ ବେଟେ କୋରବେର କହିଛନ୍ତି।

ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ନୂଆ ଭାଇରସ କରୋନା ଅପେକ୍ଷା ଅଧିକ ମାରାତ୍ମକ। ଏହି ଭାଇରସ ଲୋକଙ୍କୁ ଅଧିତ ସଂକ୍ରମିତ ହେବାର ସମ୍ଭାବନା ରହିଛି। ତେବେ ଏଯାବତ ଡି୬୧୪ଜି ଅଧିକ ମାରାତ୍ମକ ବା ବିସ୍ଫୋରକ ହୋଇନଥିବା ଅନ୍ୟ ଜଣେ ବୈଜ୍ଞାନିକ ଡେ ସିଲଭା କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe