ସଫଳ ହୋଇଛି ଚନ୍ଦ୍ରାଯାନ-୩ । ଚନ୍ଦ୍ରଯାନ-୩ ମିଶନରେ କାର୍ଯ୍ୟରତ କେନ୍ଦ୍ରାପଡ଼ା ଜିଲ୍ଲାର ବୈଜ୍ଞାନିକ ସୁଶୀଲ କୁମାର ନାୟକ। ସେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ଇସ୍ରୋରେ ଏହି ଓଡ଼ିଆ ବୈଜ୍ଞାନିକ ସୁଶୀଲ କୁମାର ନାୟକ ଫ୍ଲାଇଙ୍ଗ ଜୋନରେ କାର୍ଯ୍ୟଭାର ନେଇ ଚନ୍ଦ୍ରାଯାନ-୩ ମିଶନରେ ସଫଳ ହୋଇଛନ୍ତି । ତାଙ୍କ ଘର ପଟ୍ଟାମୁଣ୍ଡାଇ ବ୍ଲକର ବାଲିଆ ଗ୍ରାମରେ । ୨୦୦୯ ମସିହାରୁ ଦୀର୍ଘ ୧୪ ବର୍ଷ ଧରି ସେ ଇସ୍ରୋର ଶ୍ରୀହରିକୋଟାରେ କାର୍ଯ୍ୟ କରି ପ୍ରଶଂସିତ ହୋଇଥିଲେ। ତାଙ୍କର ପ୍ରମୋସନ ହୋଇ ଯାନ ତିଆରି ଯୋଜନାରେ ହେଡ୍ ଭାବେ କାର୍ଯ୍ୟ କରି ଆମର ଗର୍ବ ପାଲଟିଛନ୍ତି । ଏନେଇ ଶୁଣନ୍ତୁ ବୈଜ୍ଞାନିକ ସୁଶୀଲ କୁମାରଙ୍କ ବାପା କଣ କହୁଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Science & Environment
ୟୁରୋପୀୟ 'ପ୍ରୋବା -୩' ମିଶନ ଲଞ୍ଚ୍ କଲା ଇସ୍ରୋ
ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ କରିବ ୟୁରୋପୀୟ ସ୍ପେସ୍ ଏଜେନ୍ସି (ESA)ର 'ପ୍ରୋବା -୩' ମିଶନ। ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଭବନ ସ୍ପେସ୍ ସେଣ୍ଟରରୁ ହେଲା ସଫଳ ଉତକ୍ଷେପଣ।
Science & Environment
ଘରେ ଲାଗିଛି ୧୫ ହଜାର ଗଛ, ଦିଲ୍ଲୀରେ ଥାଇ ବି ପ୍ରଦୂଷଣମୁକ୍ତ
ରକ୍ତ କର୍କଟରେ ଆକ୍ରାନ୍ତ ହେବା ପରେ ଦିଲ୍ଲୀ ଛାଡ଼ି ଚାଲିଯିବାକୁ ପରାମର୍ଶ ଦେଇଥିଲେ ଡାକ୍ତର।
Science & Environment
ଏନକ୍ଲୋଜରରୁ ବାହାରି ଜଙ୍ଗଲ ଗଲା ‘ଜିନତ୍'
ଶିମିଳିପାଳର ଉତ୍ତର ଡିଭିଜନ୍ କୋର୍ ଏରିଆରେ ବାଘୁଣୀ ‘ଜିନତ୍’ ଛଡ଼ାଯାଇଥିବା ଜଣାଯାଇଛି।
Science & Environment
ବିଶ୍ୱର ସବୁଠୁ ପୁରୁଣା ଲିପି ଠାବ, ପ୍ରାଚୀନ ଯୁଗର ଲୋକେ ଜାଣିଥିଲେ ଭାବ ବିନିମୟ ଟେକ୍ନୋଲୋଜି
ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ଗବେଷକମାନେ ୪ ହଜାର ୪୦୦ ବର୍ଷର ପୁରୁଣା ଲିପି ବା ଆଲଫାବେଟ୍ ପାଇଛନ୍ତି।
Science & Environment
ଏନକ୍ଲୋଜରକୁ ଗଲା ବାଘୁଣୀ ଜିନତ୍, ୨୪ ଘଣ୍ଟା ରହିବ ନଜର
ଗତକାଲି ତା’ ନାଁ ଗଙ୍ଗା ବୋଲି କୁହାଯାଉଥିବା ବେଳେ ଆଜି କିନ୍ତୁ ଉକ୍ତ ବାଘୁଣୀର ନାଁ ‘ ଜିନତ୍’ ବୋଲି କହିଛନ୍ତି ପିସିସିଏଫ ।