ଚନ୍ଦ୍ରୟାନ-3ରେ ଓଡ଼ିଆ ପୁଅ | Odia Scientist\'s Role In Chandrayaan 3 Mission | Odisha Reporter
ସଫଳ ହୋଇଛି ଚନ୍ଦ୍ରାଯାନ-୩ । ଚନ୍ଦ୍ରଯାନ-୩ ମିଶନରେ କାର୍ଯ୍ୟରତ କେନ୍ଦ୍ରାପଡ଼ା ଜିଲ୍ଲାର ବୈଜ୍ଞାନିକ ସୁଶୀଲ କୁମାର ନାୟକ। ସେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ଇସ୍ରୋରେ ଏହି ଓଡ଼ିଆ ବୈଜ୍ଞାନିକ ସୁଶୀଲ କୁମାର ନାୟକ ଫ୍ଲାଇଙ୍ଗ ଜୋନରେ କାର୍ଯ୍ୟଭାର ନେଇ ଚନ୍ଦ୍ରାଯାନ-୩ ମିଶନରେ ସଫଳ ହୋଇଛନ୍ତି । ତାଙ୍କ ଘର ପଟ୍ଟାମୁଣ୍ଡାଇ ବ୍ଲକର ବାଲିଆ ଗ୍ରାମରେ । ୨୦୦୯ ମସିହାରୁ ଦୀର୍ଘ ୧୪ ବର୍ଷ ଧରି ସେ ଇସ୍ରୋର ଶ୍ରୀହରିକୋଟାରେ କାର୍ଯ୍ୟ କରି ପ୍ରଶଂସିତ ହୋଇଥିଲେ। ତାଙ୍କର ପ୍ରମୋସନ ହୋଇ ଯାନ ତିଆରି ଯୋଜନାରେ ହେଡ୍ ଭାବେ କାର୍ଯ୍ୟ କରି ଆମର ଗର୍ବ ପାଲଟିଛନ୍ତି । ଏନେଇ ଶୁଣନ୍ତୁ ବୈଜ୍ଞାନିକ ସୁଶୀଲ କୁମାରଙ୍କ ବାପା କଣ କହୁଛନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
