ଇସ୍ରୋର ବୈଜ୍ଞାନିକଙ୍କ ଘରେ ପୂଜାର୍ଚ୍ଚନା | Odisha Reporter
ବାଲେଶ୍ୱର ସ୍ଥିତ ମାନସିଂହ ବଜାରରେ ଇସ୍ରୋରେ ବୈଜ୍ଞାନିକ ଥିବା ମାନସ ଭଦ୍ରାଙ୍କ ଘରେ ଚନ୍ଦ୍ରୟାନର ସଫଳତା ନେଇ ପୂଜାର୍ଚ୍ଚନା ଚାଲିଛି । ବୈଜ୍ଞାନିକଙ୍କ ବାପା ରାମଚନ୍ଦ୍ର ଭଦ୍ରା ଚନ୍ଦ୍ରୟାନର ସଫଳତା ନେଇ ଘରେ ପୂଜାର୍ଚ୍ଚନା କରିଛନ୍ତି । ବୈଜ୍ଞାନିକଙ୍କ ଘର ସାମନାରେ ୪୬ ଫୁଟ ଉଚ୍ଚର ଚନ୍ଦ୍ରୟାନର ଏକବିରାଟ ପ୍ରତିକୃତି କରାଯାଇଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
