ଇସ୍ରୋର ବୈଜ୍ଞାନିକଙ୍କ ଘରେ ପୂଜାର୍ଚ୍ଚନା

  • Published: Wednesday, 23 August 2023
  • , Updated: 23 August 2023, 10:27 AM IST

ବାଲେଶ୍ୱର ସ୍ଥିତ ମାନସିଂହ ବଜାରରେ ଇସ୍ରୋରେ ବୈଜ୍ଞାନିକ ଥିବା ମାନସ ଭଦ୍ରାଙ୍କ ଘରେ ଚନ୍ଦ୍ରୟାନର ସଫଳତା ନେଇ ପୂଜାର୍ଚ୍ଚନା ଚାଲିଛି । ବୈଜ୍ଞାନିକଙ୍କ ବାପା ରାମଚନ୍ଦ୍ର ଭଦ୍ରା ଚନ୍ଦ୍ରୟାନର ସଫଳତା ନେଇ ଘରେ ପୂଜାର୍ଚ୍ଚନା କରିଛନ୍ତି । ବୈଜ୍ଞାନିକଙ୍କ ଘର ସାମନାରେ ୪୬ ଫୁଟ ଉଚ୍ଚର ଚନ୍ଦ୍ରୟାନର ଏକବିରାଟ ପ୍ରତିକୃତି କରାଯାଇଛି ।

Related story