Advertisment

ଇସ୍ରୋରୁ ମହାକାଶକୁ ଗଲା ସବୁଠୁ ଛୋଟିଆ ଉପଗ୍ରହ

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ମହାକାଶ ଗବେଷଣା କେନ୍ଦ୍ରରୁ ଆଜି ସକାଳ ୯ଟା ୧୮ ମିନିଟରେ ଛୋଟ ରକେଟ୍ SSLV_D2 ସହାୟତାରେ ୩ଟି ସାଟେଲାଇଟ୍ ମହାକାଶକୁ ପଠାଯାଇଛି। ଏହି ତିନୋଟି ଉପଗ୍ରହ ୪୫୦ କିଲୋମିଟର ଦୂରରେ ଥିବା ସର୍କୁଲାର କକ୍ଷପଥରେ ଅବସ୍ଥାପିତ ହେବ।

author-image
Manoj Swain

India ISRO