ଇସ୍ରୋ ସବୁଠାରୁ କ୍ଷୁଦ୍ର ରକେଟ୍ର ଉତ୍କ୍ଷେପଣ | Odisha Reporter
Advertisment
ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ମହାକାଶ ଗବେଷଣା କେନ୍ଦ୍ରରୁ ଆଜି ସକାଳ ୯ଟା ୧୮ ମିନିଟରେ ଛୋଟ ରକେଟ୍ SSLV_D2 ସହାୟତାରେ ୩ଟି ସାଟେଲାଇଟ୍ ମହାକାଶକୁ ପଠାଯାଇଛି। ଏହି ତିନୋଟି ଉପଗ୍ରହ ୪୫୦ କିଲୋମିଟର ଦୂରରେ ଥିବା ସର୍କୁଲାର କକ୍ଷପଥରେ ଅବସ୍ଥାପିତ ହେବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us