ଚନ୍ଦ୍ରୟାନ ପାଇଁ ସବୁଠି ଚାଲିଛି ପ୍ରାର୍ଥନା | Odisha Reporter
ଚନ୍ଦ୍ରଯାନ-୩କୁ ନେଇ ସାରା ଦେଶରେ ଉତ୍ସାହ । ଚନ୍ଦ୍ରଯାନ-୩କୁ ନେଇ ରାଜଧାନୀ ଭୁବନେଶ୍ୱରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ । ସଫଳ ଲ୍ୟାଣ୍ଡିଂ ପାଇଁ ପ୍ରାର୍ଥନା କଲେ ଛାତ୍ରଛାତ୍ରୀ । ଆଜି ଭାରତ ପାଇଁ ଚନ୍ଦ୍ରଯାନ ମୁହୂର୍ତ୍ତ। ଆଜି ସନ୍ଧ୍ୟା ୬ଟା ୪ ମିନିଟ୍ରେ ଜହ୍ନରେ ପାଦ ଥାପିବ ‘ଚନ୍ଦ୍ରଯାନ-୩’ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରି ଇତିହାସ ରଚିବ ଭାରତ । ‘ଚନ୍ଦ୍ରଯାନ-୩’ର ଲ୍ୟାଣ୍ଡିଂକୁ ଉତ୍ସୁକତାର ସହ ଅପେକ୍ଷା କରିଛି ସାରା ବିଶ୍ୱ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
