Advertisment

ଚନ୍ଦ୍ରଯାନ-୩ ପାଇଁ ସବୁଠି ଚାଲିଛି ପ୍ରାର୍ଥନା

ଆଜି ଭାରତ ପାଇଁ ଚନ୍ଦ୍ରଯାନ ମୁହୂର୍ତ୍ତ।  ଆଜି ସନ୍ଧ୍ୟା ୬ଟା ୪ ମିନିଟ୍‌ରେ ଜହ୍ନରେ ପାଦ ଥାପିବ ‘ଚନ୍ଦ୍ରଯାନ-୩’ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରି ଇତିହାସ ରଚିବ ଭାରତ । ‘ଚନ୍ଦ୍ରଯାନ-୩’ର ଲ୍ୟାଣ୍ଡିଂକୁ ଉତ୍ସୁକତାର ସହ ଅପେକ୍ଷା କରିଛି ସାରା ବିଶ୍ୱ ।

Advertisment

ଚନ୍ଦ୍ରଯାନ-୩କୁ ନେଇ ସାରା ଦେଶରେ ଉତ୍ସାହ । ଚନ୍ଦ୍ରଯାନ-୩କୁ ନେଇ ରାଜଧାନୀ ଭୁବନେଶ୍ୱରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ । ସଫଳ ଲ୍ୟାଣ୍ଡିଂ ପାଇଁ ପ୍ରାର୍ଥନା କଲେ ଛାତ୍ରଛାତ୍ରୀ । ଆଜି ଭାରତ ପାଇଁ ଚନ୍ଦ୍ରଯାନ ମୁହୂର୍ତ୍ତ।  ଆଜି ସନ୍ଧ୍ୟା ୬ଟା ୪ ମିନିଟ୍‌ରେ ଜହ୍ନରେ ପାଦ ଥାପିବ ‘ଚନ୍ଦ୍ରଯାନ-୩’ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରି ଇତିହାସ ରଚିବ ଭାରତ । ‘ଚନ୍ଦ୍ରଯାନ-୩’ର ଲ୍ୟାଣ୍ଡିଂକୁ ଉତ୍ସୁକତାର ସହ ଅପେକ୍ଷା କରିଛି ସାରା ବିଶ୍ୱ । 

Advertisment
Bhubaneswar Chandrayaan-3 ISRO Moon Mission
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe