Advertisment

ପୃଥିବୀକୁ କେବେ ଫେରିବେ ସୁନୀତା ୱିଲିୟମ୍ସ ?

ବୋଇଙ୍ଗ ଷ୍ଟାରଲିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ମହାକାଶରେ ଫସିଯାଇଛନ୍ତି ସୁନୀତା ୱିଲିୟମ୍ସ।

author-image
Manoj Swain

ମହାକାଶରୁ କେବେ ଫେରିବେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ । ବୋଇଙ୍ଗ ଷ୍ଟାରଲିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ମହାକାଶରେ ଫସିଯାଇଛନ୍ତି ସୁନୀତା । ନାସାର ଖାମଖିଆଲି ମନୋଭାବ ପାଇଁ ସୁନୀତା ଏବଂ ସହକର୍ମୀ ମାହାକାଶରେ ଫସିଯାଇଥିବା ଚର୍ଚ୍ଚା ହେଉଛି । ଦେଖନ୍ତୁ ପୂରା ରିପୋର୍ଟ । 

Advertisment
NASA Sunita Williams Space Mission