ମହାକାଶରୁ କେବେ ଫେରିବେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ । ବୋଇଙ୍ଗ ଷ୍ଟାରଲିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ମହାକାଶରେ ଫସିଯାଇଛନ୍ତି ସୁନୀତା । ନାସାର ଖାମଖିଆଲି ମନୋଭାବ ପାଇଁ ସୁନୀତା ଏବଂ ସହକର୍ମୀ ମାହାକାଶରେ ଫସିଯାଇଥିବା ଚର୍ଚ୍ଚା ହେଉଛି । ଦେଖନ୍ତୁ ପୂରା ରିପୋର୍ଟ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Science & Environment
ସାତକୋଶିଆରୁ ଲୋପ ପାଇଯିବ ଘଡ଼ିଆଳ କୁମ୍ଭୀର !
ସାତକୋଶିଆ ଅଭୟାରଣ୍ୟର ମୁଖ୍ୟ ଆକର୍ଷଣ ହେଉଛି, ଘଡ଼ିଆଳ କୁମ୍ଭୀର ।
Events & Festivals
ଓଜୋନ ଦିବସ: ପୃଥିବୀର ଢାଲ ଓଜୋନ ସ୍ତର, ତା'ର ସୁରକ୍ଷା ଆମ ଦାୟିତ୍ୱ
ଓଜୋନ ଦିବସ ପାଳନ କେତେ ଗୁରୁତ୍ୱପୂର୍ଣ୍ଣ, ଜାଣନ୍ତୁ...
Science & Environment
ଭାରତର 'ମିଶନ ମୌସମ': ଏଣିକି ପ୍ରଯୁକ୍ତି କରିବ ବର୍ଷା, ରୋକିବ ବଜ୍ରପାତ!
ଅତ୍ୟଧିକ ବର୍ଷା ହେଉଥିଲେ ଏହାକୁ ରୋକିବା ଏବଂ ଆଦୌ ବର୍ଷା ନ ହେଉଥିଲେ ବର୍ଷା କରାଇବା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ବୈଜ୍ଞାନିକ।
Science & Environment
ସାଂଘାତିକ ତଥ୍ୟ; ୨୦ ବର୍ଷରେ ବାୟୁମଣ୍ଡଳରେ ମିଶିଛି ୬୭୦ ନିୟୁତ ଟନ୍ ମିଥେନ୍ ଗ୍ୟାସ୍
ଏକ ନୂଆ ଅଧ୍ୟୟନରୁ ମିଳିଥିବା ବିବରଣୀ ଅନୁଯାୟୀ, ଗତ ୨୦ ବର୍ଷରେ ସମଗ୍ର ବିଶ୍ୱ ବାୟୁମଣ୍ଡଳକୁ ୬୭୦ ନିୟୁତ ଟନ୍ ମିଥେନ ଗ୍ୟାସ୍ ନିର୍ଗତ କରିଛି। ୨୦୦୦ ମସିହାରୁ ୨୦୨୦ ମସିହା ମଧ୍ୟରେ ଏହି ଅଧ୍ୟୟନ କରାଯାଇଛି।
Science & Environment
୧୦ ବର୍ଷରେ ମରିଛନ୍ତି ୫୫ଟି ବାଘ
୨୦୧୩-୧୪ରୁ ୨୦୨୩-୨୪ ମଧ୍ୟରେ ହାତୀ ଆକ୍ରମଣରେ ରାଜ୍ୟରେ ୧୧୪୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୧ଟି ହାତୀଙ୍କ ଜୀବନ ଶିକାରୀଙ୍କ ଦ୍ୱାରା ଯାଇଛି।