ଜହ୍ନ ଯାତ୍ରା କେତେ କଷ୍ଟସାଧ୍ୟ !

ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂ ପରେ ସାରା ଦେଶରେ ଖୁସିର ମାହୋଲ । ଇତିହାସ ରଚିଛି ଭାରତ । ଜହ୍ନ ରାଇଜରେ ଦେଶ ନାଁ ଲେଖିଛି । ଚନ୍ଦ୍ରପୃଷ୍ଠରେ ଉଡ଼ିଛି ତ୍ରିରଙ୍ଗା । ଆଉ ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଛି ଭାରତ।

Manoj Swain
  • Published: Thursday, 24 August 2023
  • Updated: 24 August 2023, 02:43 PM IST

Sports

Latest News

ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂ ପରେ ସାରା ଦେଶରେ ଖୁସିର ମାହୋଲ । ଇତିହାସ ରଚିଛି ଭାରତ । ଜହ୍ନ ରାଇଜରେ ଦେଶ ନାଁ ଲେଖିଛି । ଚନ୍ଦ୍ରପୃଷ୍ଠରେ ଉଡ଼ିଛି ତ୍ରିରଙ୍ଗା । ଆଉ ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଛି ଭାରତ। ଶଗଡ଼ ଗାଡ଼ିରେ ସାଟେଲାଇଟ୍, ସାଇକେଲ ପଛରେ ରକେଟ୍ । ଏକଦା କିଛି ଏଭଳି ଦେଖାଯାଉଥିଲା ଇସ୍ରୋର ମିଶନ୍ ଅପରେସନ୍ କଂପ୍ଲେକ୍ସ। ୬୦-୭୦ ଦଶକରେ ଭାରତୀୟ ମହାକାଶ ଗବେଷଣାର ଜନକ ବିକ୍ରମ ସାରାଭାଇ ଦେଖିଥିବା ସ୍ବପ୍ନ, ଆଜି ଜହ୍ନ ରାଇଜରେ ବି ଉଡ଼ାଇ ପାରିଛି ଭାରତର ବିଜୟ ଧ୍ବଜା । 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos