ଅନ୍ତରୀକ୍ଷରେ କେମିତି ଗଜା ହୋଇଥିଲା ଝୁଡ଼ଙ୍ଗ ମଞ୍ଜି? ଭିଡିଓ ଜାରି କଲା ଇସ୍ରୋ

ଏହା ପୂର୍ବରୁ ମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିରୁ ପତ୍ର ବାହାରିଥିବା ନେଇ ଇସ୍ରୋ ପକ୍ଷରୁ ଫଟୋ ଜରିଆରେ ସୂଚନା ଦିଆଯାଇଥିଲା।

Isro's crops sprouted

ଝୁଡ଼ଙ୍ଗ ମଞ୍ଜି ଗଜା ହେବାର ଦୃଶ୍ୟ

Madhupriya Mistry
  • Published: Tuesday, 07 January 2025
  • Updated: 07 January 2025, 02:09 PM IST

Sports

Latest News

ସ୍ପେଡେକ୍ସ ମିଶନ ଜରିଆରେ ଅନ୍ତରୀକ୍ଷରେ ଗଜା ହୋଇଛି ଝୁଡ଼ଙ୍ଗ ମଞ୍ଜି। ତେବେ ଏହା କେମିତି ଗଜା ହୋଇଥିଲା, ତା'ର ଏବେ ପୂରା ଭିଡିଓ ସାମ୍ନାକୁ ଆସିଛି। ଇସ୍ରୋ ମହାକାଶକୁ ପଠାଇଥିବା PSLV  C 60 ପୋଏମ୍-4 ମଡ୍ୟୁଲ ଦ୍ୱାରା ଏହି  ବୀଜ ଅଙ୍କୁରିତ ହେବାର ପୂରା ପ୍ରକ୍ରିୟାର ଭିଡିଓ ଉତ୍ତୋଳନ କରାଯାଇଛି।

ମାଇକ୍ରୋ ଗ୍ରାଭିଟି ଭିତରେ ମଞ୍ଜିଗୁଡ଼ିକ କିପରି ଗଜା ହୋଇଥିଲା, ତାର ଦୃଶ୍ୟ ଏହି ଭିଡିଓରେ ରହିଛି। ୪ ଦିନ ଭିତରେ ମଞ୍ଜି ଗଜା ହୋଇ ପତ୍ର କଅଁଳିବା ପ୍ରକ୍ରିୟାର ଏକ କ୍ଷୁଦ୍ର ଭିଡିଓ ଇସ୍ରୋ ସୋଶାଲ ମିଡିଆ 'X' ରେ ସେୟାର କରିଛି ଇସ୍ରୋ।

Also Read

ଏହା ପୂର୍ବରୁ ମହାକାଶରେ ଗଜା ହୋଇଥିବା ଝୁଡଙ୍ଗ ମଞ୍ଜିରୁ ପତ୍ର ବାହାରିଥିବା ନେଇ ଇସ୍ରୋ ପକ୍ଷରୁ ଫଟୋ ଜରିଆରେ ସୂଚନା ଦିଆଯାଇଥିଲା। ଗତ ଡିସେମ୍ବର ୩୦ରେ ପଏମ୍-4 ମଡ୍ୟୁଲରେ ୨୪ଟି ପେଲୋଡ୍ ମହାକାଶକୁ ପଠାଯାଇଥିଲା। ସେଥି ମଧ୍ୟରୁ କ୍ରପ୍ ପେ-ଲୋଡ୍‌ରେ ପଠାଯାଇଥିଲା ୮ଟି ଝୁଡ଼ଙ୍ଗ ମଞ୍ଜି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story