ଆଜି ସଂଗଠିତ ହେବ ଚଳିତ ବର୍ଷର ବିରଳ ପୂର୍ଣ୍ଣ ସୂର୍ଯ୍ୟପରାଗ । ଆମେରିକା, କାନାଡା, ମେକ୍ସିକୋର କେତେକ ଅଞ୍ଚଳରେ ଏହା ପୂର୍ଣ୍ଣ ଭାବରେ ଦୃଶ୍ୟମାନ ହେବ। ବୈଜ୍ଞାନିକଙ୍କ କହିବା ଅନୁସାରେ, ଆଜି ହେବାକୁ ଯାଉଥିବା ପୂର୍ଣ୍ଣ ସୂର୍ଯ୍ୟପରାଗ ଖୁବ୍ ବିରଳ। ଆମେରିକା ସମେତ ବିଶ୍ୱର ଅନେକ ରାଷ୍ଟ୍ରରେ ଏହି ପୂର୍ଣ୍ଣ ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ। କିନ୍ତୁ ଭାରତରେ ଏହାର ବିଶେଷ ପ୍ରଭାବ ପଡିବନି। ଏହା ସୋମବାର ରାତି 9ଟା 12ରେ ଆରମ୍ଭ ହୋଇ ମଙ୍ଗଳବାର ଭୋର 2.22 ମିନିଟରେ ଶେଷ ହେବ । ତେବେ ଏହି ସୂର୍ଯ୍ୟପରାଗକୁ ନେଇ ପଠାଣୀ ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କଣ କହୁଛନ୍ତି ଶୁଣନ୍ତୁ...
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Science & Environment
ରସାୟନ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ
ଡାଭିଡ ବାକେର, ଡେମିସ ହାସାବିସ ଓ ଜନ ଜମ୍ପରଙ୍କୁ ନୋବେଲ ପୁରସ୍କାର ମିଳିବ।
Science & Environment
ପଦାର୍ଥ ବିଜ୍ଞାନରେ ୨ ଜଣଙ୍କୁ ନୋବେଲ
ଆର୍ଟିଫିସିଆଲ ନ୍ୟୁରାଲ ନେଟୱର୍କ ଜରିଆରେ ମେସିନ ଲର୍ଣ୍ଣିଂ କୌଶଳ ପାଇଁ ସେମାନଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ମିଳିବ।
Science & Environment
ମେଡିସିନରେ ଦୁଇ ଜଣଙ୍କୁ ନୋବେଲ
ମାଇକ୍ରୋ ଆରଏନଏ (microRNA)ର ସନ୍ଧାନ ପାଇଁ ଦୁଇ ଜଣ ବୈଜ୍ଞାନିକ ପାଇବେ ନୋବେଲ ପୁରସ୍କାର।
Science & Environment
ଆମେରିକା ରାଷ୍ଟ୍ରପତି ନିର୍ବାଚନ: ମହାକାଶରୁ ଭୋଟ୍ ଦେବେ ସୁନୀତା ୱିଲିୟମ୍ସ
ଅନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରୁ ମାନବିକ ଅଧିକାର ସାବ୍ୟସ୍ତ କରିବେ ସୁନୀତା ୱିଲିୟମ୍ସ।
Science & Environment
ଜଙ୍ଗଲରେ ଦେଖାଗଲା ବିଶାଳକାୟ ଦୁଇଗୋଡ଼ିଆ ଜନ୍ତୁ!
ଓକଲାହୋମର ୱିଚିତା ଜଙ୍ଗଲରେ ମଣିଷ ଭଳି ଦେଖା ଯାଉଥିବା ଏକ ଜନ୍ତୁ ଦେଖିବାକୁ ମିଳିଛି।