ବୋତଲ ପାଣିରେ ପ୍ଲାଷ୍ଟିକ ଗୁଣ୍ଡ ! | Bottled Water: Hidden Microplastic Menace | Odisha Reporter
ଦୈନନ୍ଦିନ ବ୍ୟବହାରରେ ପ୍ଲାଷ୍ଟିକ ଏକ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ପାଲଟିଯାଇଛି। ପାଣି ବୋଟଲଠୁ ନେଇ ଟିଫିନ ବ୍ୟାଗ୍ ପର୍ଯ୍ୟନ୍ତ ସବୁକିଛି ପ୍ଲାଷ୍ଟିକରୁ ତିଆରି ହେଉଛି। ଏହି ପ୍ଲାଷ୍ଟିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଆମେ ଜାଣିଛେ, ହେଲେ ବଜାରରେ ବିକ୍ରି ହେଉଥିବା ପ୍ଲାଷ୍ଟିକ ପାଣି ବୋତଲ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ, ଏକ ଲିଟର ପାଣି ବୋତଲରେ ହାରାହାରି ୨ ଲକ୍ଷ ୪୦ ହଜାର ପ୍ଲାଷ୍ଟିକ୍ କଣିକା ଥାଏ। ଦେଖନ୍ତୁ ପୂରା ରିପୋର୍ଟ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us