Advertisment

ଶୁଭେଚ୍ଛା ଜଣାଇବାକୁ ଯାଇ ଏଭଳି ଭୁଲ୍ କରିଦେଲା ଶାଓମି ମୋବାଇଲ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ୧ ଜାନୁଆରୀ ୨୦୨୦। ନବବର୍ଷ ଉପଲକ୍ଷେ ସମସ୍ତେ ପରସ୍ପରଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ହେଲେ ନିଜ ଗ୍ରାହକଙ୍କୁ ମେସେଜ ପଠାଇବାକୁ ଯାଇ ଶାଓମି ମୋବାଇଲ କମ୍ପାନୀ ଏକ ବଡ଼ ଭୁଲ୍ କରିଦେଇଛି। ଯାହାକୁ ନେଇ ସୋଶାଲ ମିଡିଆରେ ଶାଓମି ମୋବାଇଲ୍ ଟ୍ରୋଲ ହୋଇଛି। ଯାହାକୁ ଶାଓମି ମୋବାଇଲ ଗ୍ରାହକ ମାନେ ଫେସବୁକ ଓ ଟୁଇଟରରେ ଶେୟାର କରିଛନ୍ତି। କହିରଖୁଛୁ, ଶାଓମି ମୋବାଇଲ ନୂଆବର୍ଷରେ ବାର୍ତ୍ତା ଦେବାକୁ ଯାଇ ୨୦୨୦ ବଦଳରେ ୨୦୧୯ ଲେଖି […]

ଅଦ୍ୟତନ ହୋଇଛି
ଶୁଭେଚ୍ଛା ଜଣାଇବାକୁ ଯାଇ ଏଭଳି ଭୁଲ୍ କରିଦେଲା ଶାଓମି ମୋବାଇଲ୍

Xiaomi_logo

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ୧ ଜାନୁଆରୀ ୨୦୨୦। ନବବର୍ଷ ଉପଲକ୍ଷେ ସମସ୍ତେ ପରସ୍ପରଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। ହେଲେ ନିଜ ଗ୍ରାହକଙ୍କୁ ମେସେଜ ପଠାଇବାକୁ ଯାଇ ଶାଓମି ମୋବାଇଲ କମ୍ପାନୀ ଏକ ବଡ଼ ଭୁଲ୍ କରିଦେଇଛି। ଯାହାକୁ ନେଇ ସୋଶାଲ ମିଡିଆରେ ଶାଓମି ମୋବାଇଲ୍ ଟ୍ରୋଲ ହୋଇଛି। ଯାହାକୁ ଶାଓମି ମୋବାଇଲ ଗ୍ରାହକ ମାନେ ଫେସବୁକ ଓ ଟୁଇଟରରେ ଶେୟାର କରିଛନ୍ତି।

Advertisment

କହିରଖୁଛୁ, ଶାଓମି ମୋବାଇଲ ନୂଆବର୍ଷରେ ବାର୍ତ୍ତା ଦେବାକୁ ଯାଇ ୨୦୨୦ ବଦଳରେ ୨୦୧୯ ଲେଖି ଦେଇଛି। ଯାହାକୁ ଶାଓମି ମୋବାଇଲ ବ୍ୟବହାରକାରୀ ମାନେ ସୋଶାଲ ମିଡିଆରେ ଶେୟାର କରିଛନ୍ତି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe