Advertisment

କାଉ ନା ଗରିଲା! ଦେଖନ୍ତୁ ଭିଡିଓ

ଟୋକିଓ: ଆପଣ କାଉ ଦେଖିଥିବେ ଏବଂ ଗରିଲାକୁ ଚିଡ଼ିଆଖାନାରେ, ନହେଲେ ଫଟୋରେ ଦେଖିଥିବେ। କିନ୍ତୁ କେବେ ଏମିଟି କୌଣସି ପ୍ରାଣୀ ଦେଖିଛନ୍ତି ଯାହା କାଉ ହେଇଥିବ କିନ୍ତୁ ଗରିଲା ପରି ଦେଖାଯାଉଥିବ? ଏବେ ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଯାହାକୁ ଦେଖିଲା ପରେ ଆପଣ ନିଶ୍ଚୟ ଚକିତ ହୋଇଯିବେ। ରିପୋର୍ଟ ଅନୁସାରେ ଏହି ଭିଡିଓଟି ଜାପାନର ନାଗୋୟା ନାମକ ସ୍ଥାନର। ଭିଡିଓରେ ଆପଣ ଦେଖିପାରୁଥିବେ ଗୋଟିଏ କାଉ ତାର ଦୁଇ ଡେଣା ମେଲାଇ […]

ଅଦ୍ୟତନ ହୋଇଛି
କାଉ ନା ଗରିଲା! ଦେଖନ୍ତୁ ଭିଡିଓ

z01`

Advertisment

ଟୋକିଓ: ଆପଣ କାଉ ଦେଖିଥିବେ ଏବଂ ଗରିଲାକୁ ଚିଡ଼ିଆଖାନାରେ, ନହେଲେ ଫଟୋରେ ଦେଖିଥିବେ। କିନ୍ତୁ କେବେ ଏମିଟି କୌଣସି ପ୍ରାଣୀ ଦେଖିଛନ୍ତି ଯାହା କାଉ ହେଇଥିବ କିନ୍ତୁ ଗରିଲା ପରି ଦେଖାଯାଉଥିବ? ଏବେ ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଯାହାକୁ ଦେଖିଲା ପରେ ଆପଣ ନିଶ୍ଚୟ ଚକିତ ହୋଇଯିବେ।

Advertisment

ରିପୋର୍ଟ ଅନୁସାରେ ଏହି ଭିଡିଓଟି ଜାପାନର ନାଗୋୟା ନାମକ ସ୍ଥାନର। ଭିଡିଓରେ ଆପଣ ଦେଖିପାରୁଥିବେ ଗୋଟିଏ କାଉ ତାର ଦୁଇ ଡେଣା ମେଲାଇ ଠିଆ ହୋଇଛି। ଯାହା ଦୂରରୁ ଅବିକଳ ଗରିଲା ଭଳି ଦେଖା ଯାଉଛି।

https://twitter.com/keita_simpson/status/1141576785303199745

ଗରିଲା ଭଳି ଦେଖାଯାଉଥିବା ଏହି କୁଆ ଭିଡିଓକୁ ଲକ୍ଷେରୁ ଅଧିକ ଲୋକ ଦେଖି ସାରିଲେଣି। ଚକିତ ହୋଇ ଲୋକମାନେ ପ୍ରଶ୍ନ ମଧ୍ୟ କରୁଛନ୍ତି, ସତରେ ଏହା କୁଆ ନା ଆଉ କିଛି?

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe