କ୍ଷୀର ସହ କୋକ୍‌ର ମଜା ନେଲେ ଯୁବକ, ଭିଡିଓ ଭାଇରାଲ୍‌

ଲଣ୍ଡନ: ଆପଣମାନେ କ୍ଷୀର ପିଇଥିବେ। ଆଉ ସଫ୍ଟ ଡ୍ରିଙ୍କସ୍‌ ହିସାବରେ କୋକ୍‌ର ବି ମଜା ନେଇଥିବେ। ହେଲେ ୨ ଟି ଯାକ ଡ୍ରିଙ୍କସ୍‌କୁ ମିଶାଇ କେବେ ଏହାକୁ ଟେଷ୍ଟ କରିଛନ୍ତି କି। ଏପରି ଏକ ଭିଡ଼ିଓ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏହା ଶୁଣିବାକୁ ଖୁବ୍‌ ଆଶ୍ଚର୍ଯ୍ୟ ଲାଗୁଥିବା ବେଳେ ଲୋକେ ଏ ବିଷୟରେ କେବେ କଳ୍ପନା ମଧ୍ୟ କରି ନ ଥିବେ। ହେଲେ ଲଣ୍ଡନ ସହର ନିକଟସ୍ଥ  ବର୍ମିଘାମର ଜଣେ ଯୁବକ ଏପରି […]

Untitled-1

Untitled-1

Niharika Rout
  • Published: Wednesday, 06 March 2019
  • Updated: 06 March 2019, 09:08 AM IST

Sports

Latest News

ଲଣ୍ଡନ: ଆପଣମାନେ କ୍ଷୀର ପିଇଥିବେ। ଆଉ ସଫ୍ଟ ଡ୍ରିଙ୍କସ୍‌ ହିସାବରେ କୋକ୍‌ର ବି ମଜା ନେଇଥିବେ। ହେଲେ ୨ ଟି ଯାକ ଡ୍ରିଙ୍କସ୍‌କୁ ମିଶାଇ କେବେ ଏହାକୁ ଟେଷ୍ଟ କରିଛନ୍ତି କି। ଏପରି ଏକ ଭିଡ଼ିଓ ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଏହା ଶୁଣିବାକୁ ଖୁବ୍‌ ଆଶ୍ଚର୍ଯ୍ୟ ଲାଗୁଥିବା ବେଳେ ଲୋକେ ଏ ବିଷୟରେ କେବେ କଳ୍ପନା ମଧ୍ୟ କରି ନ ଥିବେ। ହେଲେ ଲଣ୍ଡନ ସହର ନିକଟସ୍ଥ  ବର୍ମିଘାମର ଜଣେ ଯୁବକ ଏପରି କରି ଲୋକଙ୍କ ଆକର୍ଷଣ କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। କେତେକ ଏହାକୁ ନାପସନ୍ଦ କରୁଥିବା ବେଳେ ଆଉ କେତେକ ଏହାକୁ ଲାଇକ୍‌ କରୁଛନ୍ତି। ସେମାନେ ନିଜେ ମଧ୍ୟ ପ୍ରସ୍ତୁତ କରି ଏହାର ମଜା ନେବା ସହ ଫଟୋ ଅପଲୋଡ କରିବାକୁ ଭୁଲୁ ନାହାନ୍ତି।

ଟିଭି ଓ ରେଡ଼ିଓ କମେଡି ଲେଖକ ଜେମ୍ସ ଫେଲ୍ଟନ ନାମକ ଯୁବକ ମାର୍ଚ୍ଚ ୧ ତାରିଖରେ ନିଜ ଟ୍ୱିଟରରେ ୩ଟି ଫଟୋ ଅପ୍‌ଲୋଡ଼ କରିଥିଲେ। ପ୍ରଥମ ଫଟୋରେ ଏକ କୋକ୍‌ ବଟଲ ଓ ଏକ କ୍ଷୀର ଡବା ରହିଛି। ଦ୍ୱିତୀୟରେ ଉଭୟ ଜିନିଷକୁ ମିଶ୍ରଣ କରାଯାଉଛି। ତୃତୀୟରେ ଏହି ମିଶ୍ରଣକୁ ଜେମ୍ସ ନିଜେ ପିଉଛନ୍ତି। ଏ ପର୍ଯ୍ୟନ୍ତ ଏ ଟ୍ୱିଟ୍‌କୁ ୫ ହଜାରରୁ ଅଧିକ ଲାଇକ୍‌ ମିଳିଥିବା ବେଳେ ହଜାରେରୁ ଊର୍ଦ୍ଧ୍ୱ ଥର ରିଟ୍ୱିଟ୍‌ କରାଯାଇଛି। ଜେମ୍ସ ଏହି ଫଟୋ ପୋଷ୍ଟ କରି ବର୍ମିଘାମବାସୀ ଏହି ଡ୍ରିଙ୍କସ୍‌କୁ ବହୁତ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି। ହେଲେ ସେ ଏ ନେଇ କୌଣସି ପ୍ରଶ୍ନର ଉତ୍ତର ଦେଇପାରିବେ ନାହିଁ ବୋଲି ଲେଖିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story