କୁମ୍ଭୀର ମୁହଁରୁ ପୋଷା କୁକୁରକୁ ଛଡ଼ାଇ ଆଣିଲା ମାଲିକ

ସାଧାରଣତଃ କୁମ୍ଭୀର ନାଁ ଶୁଣିଲେ, ଲୋକେ ଭୟରେ ଥରନ୍ତି। କିନ୍ତୁ ଜଣେ ବୃଦ୍ଧ ନିଜର ପୋଷା କୁକୁର ଛୁଆକୁ ବଞ୍ଚାଇବା ପାଇଁ କୁମ୍ଭୀର ସହ ଲଢ଼ିବାକୁ ପଛାଇ ନାହାନ୍ତି। ଏମିତି ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି ଆମେରିକାର ଫ୍ଲୋରିଡାରେ। ଏଠାରେ ଏକ କୁମ୍ଭୀର ତା’ର ପାଟିରେ ଏକ ପୋଷା କୁକୁରକୁ ଜାବୁଡ଼ି ଧରିଥିଲା। ତେବେ କୁମ୍ଭୀର ମୁହଁରୁ କୁକୁରକୁ କାଢ଼ିବା ପାଇଁ କେହିବି ଯିବାକୁ ସାହସ କରୁନଥିଲେ। କିନ୍ତୁ ଏହି ସମୟରେ ୭୪ ବର୍ଷୀୟ ବୃଦ୍ଧ […]

dog

dog

Ranjit Kumar Jena
  • Published: Monday, 23 November 2020
  • Updated: 23 November 2020, 09:52 PM IST

Sports

Latest News

ସାଧାରଣତଃ କୁମ୍ଭୀର ନାଁ ଶୁଣିଲେ, ଲୋକେ ଭୟରେ ଥରନ୍ତି। କିନ୍ତୁ ଜଣେ ବୃଦ୍ଧ ନିଜର ପୋଷା କୁକୁର ଛୁଆକୁ ବଞ୍ଚାଇବା ପାଇଁ କୁମ୍ଭୀର ସହ ଲଢ଼ିବାକୁ ପଛାଇ ନାହାନ୍ତି। ଏମିତି ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି ଆମେରିକାର ଫ୍ଲୋରିଡାରେ। ଏଠାରେ ଏକ କୁମ୍ଭୀର ତା'ର ପାଟିରେ ଏକ ପୋଷା କୁକୁରକୁ ଜାବୁଡ଼ି ଧରିଥିଲା। ତେବେ କୁମ୍ଭୀର ମୁହଁରୁ କୁକୁରକୁ କାଢ଼ିବା ପାଇଁ କେହିବି ଯିବାକୁ ସାହସ କରୁନଥିଲେ। କିନ୍ତୁ ଏହି ସମୟରେ ୭୪ ବର୍ଷୀୟ ବୃଦ୍ଧ ସାହସ ଦେଖାଇ ପୋଖରୀ ଭିତରକୁ ଯାଇ କୁକୁରର ଜୀବନ ବଞ୍ଚାଇଛନ୍ତି। ସୋଶାଲ୍ ମିଡିଆରେ ଏବେ ଏହି ଭିଡିଓ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ରିଚାର୍ଡ ୱିଲବ୍ୟାଙ୍କସ୍ ନାମକ ବୃଦ୍ଧ ନିଜର ତିନି ମାସର କୁକୁର ଛୁଆକୁ ବଞ୍ଚାଇବା ପାଇଁ ଘର ପଛରେ ଥିବା ଏକ ପୋଖରୀ ଭିତରକୁ ଯାଉଛନ୍ତି। ସେ ମଧ୍ୟ କୁମ୍ଭୀର ମୁହଁରୁ ନିଜର କୁକୁର ଛୁଆକୁ ବଞ୍ଚାଇବାରେ ସଫଳ ହୋଇଛନ୍ତି। ଏ ନେଇ ୱିଲବ୍ୟାଙ୍କସ୍ କହିଛନ୍ତି, ଆମେ ପୋଖରୀ ନିକଟରେ ଯାଉଥିବା ବେଳେ ଏକ କୁମ୍ଭୀର ରକେଟ୍ ବେଗରେ ବାହାରକୁ ଆସି କୁକୁରକୁ ଟାଣି ନେଇଥିଲା।

ମୁଁ କେବେବି ଭାବିନଥିଲି ସେ ଗୋଟିଏ କୁମ୍ଭୀର ଏତେ ଦ୍ରୁତ ହୋଇପାରେ। କିନ୍ତୁ ମୁଁ ସାହସର ସହ କୁମ୍ଭୀରଠାରୁ କୁକୁରକୁ ବଞ୍ଚାଇପାରିଥିଲି। ପୋଖରୀରେ କୁମ୍ଭୀରକୁ ଧରିବା ସେତେଟା ସହଜ ନଥିଲା। ତା'ଛଡ଼ା କୁମ୍ଭୀରର ମୁହଁକୁ ଖୋଲିବା ମୋ ପକ୍ଷେ ବହୁତ କଷ୍ଟକର ମଧ୍ୟ ଥିଲା। କୁକୁର ପେଟରେ ଆଘାତ ଲାଗିଛି। ତାକୁ ପଶୁ ଚିକିତ୍ସକଙ୍କ ନିକଟକୁ ନିଆଯାଇଥିଲା, ଯାହା ପରେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛି। ଏପରିକି କୁମ୍ଭୀର ମଧ୍ୟ ୱିଲବ୍ୟାଙ୍କସ୍ ହାତକୁ କାମୁଡ଼ି ଦେଇଥିଲା, ଯାହା ପରେ ତାଙ୍କୁ ଡାକ୍ତରଙ୍କ ପାଖକୁ ଯାଇ ଟିଟାନେସ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story